• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ବ୍ଲକ କଂଗ୍ରେସ ପକ୍ଷରୁ ଜିରାଙ୍ଗ ଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
February 10, 2021
in ଓଡ଼ିଶା, ଗଜପତି, ହୋମ୍
0
ରାୟଗଡ଼ବ୍ଲକ କଂଗ୍ରେସ ପକ୍ଷରୁ ଜିରାଙ୍ଗ ଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ରାୟଗଡ଼ :- ଗଜପତି  ଜିରାଙ୍ଗ ପଂଚାୟତ ରାଜୀବ ଗାନ୍ଧୀସେବାକେନ୍ଦ୍ର ନିକଟରେ ରାୟଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଏକ କର୍ମୀସମିଳନୀ ଅନୁଷ୍ଠିତ ହୋଇଯାଇଛି ଏହିକର୍ମୀ ସମିଳନୀରେ ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଶ୍ରୀ ଦଶରଥୀ ଗମାଙ୍ଗଙ୍କୁ ଶବରସାହି ତ୍ରିଦେବମନ୍ଦିର ଠାରୁ ସ୍ୱାଗତ କରାଯାଇଥିଲା ! ଆଜିର ଏହି ସଭାରେ ବିଧାୟକ ଦଳକୁ ତୃଣମୂଳ ସ୍ତରରେ କିପରି ମଜଭୁତ କରାଯାଇ ପାରିବ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କଂଗ୍ରେସଦଳର ରାୟଗଡ଼ ବ୍ଲକ ଅଧକ୍ଷ, ଦୁଇଟି ଜିଲ୍ଲା ପରିଷଦ ଜୁନ, ଏକଇଷି ଗୋଟି ସରପଞ୍ଚ,ସମିତି ସଭ୍ୟ, ଯେପରି ଦଳୀୟପ୍ରାଥୀ ବିଜୟହୋଇ ଆସିପାରିବେ ସେଥିଉପରେ ଗୁରୁତ୍ୱଦେବା ପାଇଁ ପ୍ରତି ପଂଚାୟତ କର୍ମୀ ସଜାଗ ହୋଇ ରହିବା ପାଇଁ କର୍ମୀଙ୍କୁ ଭାଷଣ ମାଧ୍ୟମରେ ଉଛାୟିତ କରିଥିଲେ !

ମହାବାତ୍ୟା ତିତିଲି ତାଣ୍ଡବ ରେ ରାୟଗଡ଼ ବ୍ଲକରେ ଶାସକଦଳ ଉନୟନ କାର୍ଯ୍ୟ ବ୍ୟାପକ ଅନିୟମିତତା ହୋଇଥିବା କର୍ମୀ ମାନେ ଅଭିଯୋଗ କରିଥିଲେ ଏହିଦୃନୀତିର ଉଚ୍ଚ ସ୍ତରୀୟତଦନ୍ତ କରାଗଲେ ଦୃନୀତିଗ୍ରସ୍ତ ଅଫିସର ମାନଙ୍କ ମୁଖା ଖୋଲିପାରନ୍ତା ବୋଲି ଅଭିଯୋଗ ହୋଇଥିଲା ! ଏହିକର୍ମୀ ସମିଳନୀରେ ଆଖପାଖ ଅଞ୍ଚଳରୁ ପାଞ୍ଚଶହକର୍ମୀ ଯୋଗଦାନ କରିଥିଲେ ସଂମାନନୀୟ ଅତିଥି ଜିଲ୍ଲାପରିଷଦ ଆର.ଉଦୟଗିରି ବ୍ଲକ ଶ୍ରୀ ଯାକୁବ ମାଝୀ,ରାୟଗଡ଼ଜିଲ୍ଲା ପରିଷଦ ପ୍ରାଥୀ ଅରୁଣ କୁମାର ମାଝୀ,ଇଶ୍ୱର ଚନ୍ଦ୍ର ମାଝୀ ଜିଲ୍ଲା ସାଧାରଣ ସମ୍ପାଦକ, ଗୋପାଳ କୃଷ୍ଣ ଦଳାଇ ସମିତିସଭ୍ୟ, ତ୍ରିନାଥପାତ୍ର ,ରଜତମାଳି ,ଜଲାଙ୍ଗ ପୂର୍ବତନ ସରପଞ୍ଚ ଅମୁଲ୍ୟ ପରିଛା,ରାମପ୍ରସାଦ ମାହାନ୍ତି,ଅନୁକ ରାଇକା,ପାତ୍ର ଗମାଙ୍ଗ, ଶ୍ୟାମସନ ମଣ୍ଡଳ, ଅନୁକ ରାଇକା,ପୂର୍ବ ତନ ସରପଞ୍ଚ ଡାଳିମ୍ବ ଶବର, ଅମ୍ବିକା ଗୌଡ଼,କପିଳାନ୍ଦ୍ରସିଂ,ଭିକାରିଶବର,ଇନ୍ଦ୍ର ଶବର, ରାଜୀବ ଶବର,ରବି ଶବର,ରଂଜିତ ପରିଛା, ଜିରାଙ୍ଗ ସରପଞ୍ଚ ମନୋଜ କୁମାର ଗମାଙ୍ଗଙ୍କ ନତୃତ୍ୱରେ ଆଜିର ଏହିକାର୍ଯ୍ୟକ୍ରମ ସ୍ୱଚାରୁ ରୂପେ ଅନୁଷ୍ଠିତ ହୋଇଥିଲା !  (ସଞ୍ଜୀବ କୁମାର ପାଣି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

June 25, 2026
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version