• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରଫୁଲ୍ଲଙ୍କ ପୁଅ ମିଡ଼ିଆକୁ ଦେଇଥିବା ବୟାନ ପରେ ଘଟଣା ରେ ନୂଆ ଟ୍ଵିଷ୍ଟ , କିଏ ସତ କହୁଛି, ପ୍ରଫୁଲ୍ଲଙ୍କ ପୁଅ ନା ରମାକାନ୍ତ

Proprietor Abhimanyu Maharana by Proprietor Abhimanyu Maharana
February 9, 2021
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରଫୁଲ୍ଲଙ୍କ ପୁଅ ମିଡ଼ିଆକୁ ଦେଇଥିବା ବୟାନ ପରେ ଘଟଣା ରେ ନୂଆ ଟ୍ଵିଷ୍ଟ , କିଏ ସତ କହୁଛି, ପ୍ରଫୁଲ୍ଲଙ୍କ ପୁଅ ନା ରମାକାନ୍ତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର /ଅଭିମନ୍ୟୁ :- ମାହାଙ୍ଗା ଡବଲ ମର୍ଡର ଘଟଣାରେ ଦୁଇ ନଂ ଅଭିଯୁକ୍ତ କୁହାଯାଉଥିବା ଫେରାର ପ୍ରଫୁଲ୍ଲ ର ମୃତଦେହ ଟାଙ୍ଗୀ ବନ୍ଦାଳ ନିର୍ମାଣ ଧୀନ ଟୋଲ ଗେଟ ନିକଟରୁ ମିଳିବା ଦିନ ମୃତ୍ୟର କେଇ ଘଣ୍ଟା ପୂର୍ବରୁ ରାମାକାନ୍ତଙ୍କୁ ଫୋନ କରିଥିବା ନେଇ ମୃତ କୁଳମଣିଙ୍କ ପୁତ୍ର ମାହାଙ୍ଗା ଥାନାରେ ଜଣାଇବାସହ ଏକ ଲିଖିତ ଅଭିଯୋଗ କରିଥିଲେ, କାବୁଆ ଫୋନରେ କହିଥିଲେ ‘ନନା ମୁଁ କାବୁଆ କହୁଛି । ମୋ ପିଲାମାନେ ତମକୁ ଲାଗିଲେ ଓ ମତେ ଫସେଇ ଦେଲେ । ତିନି ତିନିଟା ମର୍ଡର କେସରେ ଆମେ ସାମିଲ ହେଲୁ’ । କିନ୍ତୁ ସେଇଦିନ ସନ୍ଧ୍ୟା ସାତଟା ରେ ମୃତ କାବୁଆ ତା ପୁଅକୁ ଫୋନ କରି ଥିଲେ, ଆଉ କହିଥିଲେ ମୁ ଟେନସନ ରେ ଅଛି, ମତେ ମିଛ କେଶରେ ଫସେଇଦେଲେ, ମୁଁ ଯଦି ଦୁର୍ଘଟଣା କି କେମିତି ମରେ ମୋ ମାରିବା ପାଇଁ କେଇ ଦାଇ ହେବେନି ବୋଲି ମାମା କୁ କହିଦେବୁ, ଏମିତି କହି ସମସ୍ତଙ୍କୁ ଖୋଜିଥିଲେ କାବୁଆ, ଏହାର କେଇ ଘଣ୍ଟା ମଧ୍ୟରେ କାବୁଆର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଟାଙ୍ଗୀ ପୋଲିସ ଫୋନ କରି ତାଙ୍କ ପରିବାରକୁ ଖବର ଦେଇଥିଲେ,

ତାଙ୍କ ପୁଅର ବୟାନ ଓ ରମାକାନ୍ତ ଙ୍କ ବୟାନ ମଧ୍ୟରେ ଫରକ ଦେଖାଦେଇଛି, କିଏ ସାତକହୁଛି କାବୁଆଙ୍କ ପୁଅ ନା ରମାକାନ୍ତ, ରମାକାନ୍ତ ସେଇ ଫସେଇଦେବା କଥାକୁ ଅଧିକ ରାଜନୀତି କରି ମନ୍ତ୍ରୀ ପ୍ରତାପ ଙ୍କୁ ଜାଣି ଶୁଣି ଘଟଣା ଭିତରକୁ ଟାଣୁନାହାନ୍ତି ତ, କାହିଁକି ନା କାବୁଆ ତାଙ୍କ ପୁଅକୁ କହିଲେ ମତେ ମିଛରେ ହତ୍ୟା କେଶ ରେ ଫସେଇଦେଲେ, ହେଲେ ରମାକାନ୍ତ କହୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସେଇ ଦେଲେ, ଯଦି ରମାକାନ୍ତ ସତକହୁଚନ୍ତି ତେବେ ତାଙ୍କ ବାପାଙ୍କ ହତ୍ୟାକାରୀ ଫୋନ କଲ ଗ୍ରହଣ ସମୟରେ କାହିଁକି ବାର୍ତାଳାପ ରେକର୍ଡ କଲେନି, ଯଦି ସେ ବିନା ରେକର୍ଡିଙ୍ଗ ଵାଲା ଫୋନ କୁ କଲ ଆସିଲା ତେବେ ୧ ମିନିଟ ଚାଳିଶ ସେକେଣ୍ଡ କଥା ବାର୍ତା ମଧ୍ୟରେ ତାଙ୍କ ପାଖରେ ଥିବା ଅନ୍ୟ ଆଣ୍ଡ୍ରଏଡ଼ ଫୋନ ସାହାଯ୍ୟରେ ରେ କାବୁଆ ର କଥା କୁ ରେକର୍ଡିଙ୍ଗ କରିପାରିଥାନ୍ତେ, ଏହା ନକରିବା ପଛରେ କାରଣ କଣ, ଯେଉଁକଥା କାବୁଆ ତାଙ୍କ ପୁଅକୁ କହିଲେ ସେଇ କଥା ରାମାକାନ୍ତଙ୍କୁ କାବୁଆ କହିନାହାନ୍ତି ତ,

ପୋଲିସ ରାମାକାନ୍ତଙ୍କୁ ଜେରା କାଇଁକି କରୁନି ଏତେବଡ କଥାକୁ ହାଲକା କାହିଁକି ନେଉଛି, ଜେରା କଲେ ରମାକାନ୍ତ ସତକହୁଛି ନା ମିଛ ତାହା ପର୍ଦାଫାଶ ହୁଅନ୍ତା, ପୋଲିସ ମୃତ କୁଳମଣିଙ୍କ ପୁତ୍ର ଙ୍କୁ ଲାୟ ଡିଟେକ୍ଟ ଟେଷ୍ଟ କରିବା ଆବଶ୍ୟକ, ଟେଷ୍ଟ ହେଲେ ରମାକାନ୍ତ କେତେ ସତକହୁଚନ୍ତି ତାହା ଜଣାପଡ଼ନ୍ତା, ହେଲେ ପୋଲିସ ରାମାକାନ୍ତଙ୍କ ଠାରୁ ଅଭିଯୋଗ ପାଇବା ପରେ କଣ ପାଇଁ ତଦନ୍ତ ନକରି ବିଭିନ୍ନ ଆଳ ଦେଖାଇ ଷ୍ଟେସନ ଡ଼ାଇରୀ କରି ଘଟଣାକୁ ଆହୁରି ଜଟିଳ ଦିଗକୁ ନେଲା, ସବୁ ଦିଗକୁ ଅନୁଧ୍ୟାନ କଲେ ଏବେ ଏହି ଘଟଣାର ତଦନ୍ତ ଅପେକ୍ଷା ଦଳୀୟ ଭିତିରେ ଆରୋପ ପ୍ରତ୍ୟାରୋପ ଭଳି କୁଛିତ ରାଜନୀତି ହେଉଥିବା ମାହାଙ୍ଗାର ଜନସାଧାରଣ ମାନେ ସବୁ ଜାଣି ଅଜଣା ହୋଇ ରହିଛନ୍ତି, ନୃତାଙ୍ଗ ଡବଲ ମର୍ଡର ଘଟଣାରେ କଣ ପାଇଁ ସ୍ଥାନୀୟ ଜନସାଧାରଣ ମାନେ ମୁହଁ ଖୋଲୁ ନାହାନ୍ତି,

ଯଦି ରମାକାନ୍ତ ସବୁ ସାତକହୁଚନ୍ତି ତେବେ କେତେଜଣ ହାତଗଣତି ରାଜନେତା ଙ୍କୁ ଛାଡିଲେ ଅନ୍ୟ କେଇ କାହିଁକି ମୁହଁ ବନ୍ଦ କରି ବସିଛନ୍ତି, ଯଦି ଏବେଠାରୁ ଏହି ଘଟଣାରେ ରାମାକାନ୍ତଙ୍କ ପ୍ରତ୍ୟେକ କଥାକୁ ତଦନ୍ତ ପରିସର ଭୁକ୍ତ କରାନଯାଏ ତେବେ ଆଗକୁ ଆହୁରି ରାଜନୀତି ଜୋରଦାର ଚାଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ଯଦି କାବୁଆ ରାମାକାନ୍ତଙ୍କ ସହ କଥା ହେବା ନେଇ ପୋଲିସ ଏସଡିପିଓ ଙ୍କୁ ଫୋନରେ ଜଣାଉଥିବା ବେଳେ ସେଇ ସମୟରେ ପୁନର୍ବାର କାବୁଆ ତାଙ୍କୁ ଫୋନ କରି ୱେଟିଂ ରେ ଥିଲେ ତେବେ ରମାକାନ୍ତ ତାଙ୍କ ଫୋନ ଗ୍ରହଣକରି ପୋଲିସ ମହାଶୟ ଙ୍କ ସହ କନଫରେନ୍ସ କଲେନି କଣ ପାଇଁ, ଯଦି କରିଥାନ୍ତେ ସବୁ ସତ ସାମ୍ନାକୁ ଅସିଥାନ୍ତା, ଏଥିରୁ ସ୍ପଷ୍ଟ ଜେ ରମାକାନ୍ତ କାବୁଆ କହିଥିବା କଥାକୁ ଅଧିକ ରାଜନୀତିକରି ମନ୍ତ୍ରୀ ଜେନାକୁ ଜାଣିଶୁଣି ଘଟଣା ମଧ୍ୟକୁ ଟାଣୁଥିବା ସ୍ପଷ୍ଟ ହେଉଛି,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version