No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ସାମ୍ନା ରାସ୍ତାରେ ଘଟିଛି ବୋଲି ମଙ୍ଗଳବାର ଜଣାପଡିଛି । ଝାରପଡା ଜେଲର ସାମ୍ନା ରାସ୍ତାରେ ମହିଳାଙ୍କ ବେକରେ କଟୁରି ଲଗାଇ ଆକ୍ରମଣ କରି ଲୁଟ କରିଛନ୍ତି ।
ଗୋଟିଏ ବାଇକରେ ୩ ଜଣ ଆସି ଲୁଟ କରି ଫେରାର ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି । ଲୁଟ ପରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ଏହାପରେ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।
No Result
View All Result