No Result
View All Result
ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ରଣପୁର :- ସନ୍ଧ୍ୟା ୬ ଟା ବେଳେ ରଣପୁର ଅଭିମୁଖେ ଆସୁଥିବା ଏକ ମଟରସାଇକେଲ ମଙ୍ଗରାଜପୁର ପେଟ୍ରୋଲ ଟାଙ୍କି ନିକଟରେ ଏକ ବସ୍ ସହ ଧକ୍କା ହେବା ଫଳରେ ଯୁବକ ଜଣକ ଭାରସାମ୍ୟ ହରାଇ ବସ୍ ରେ ମାଡ଼ ହୋଇ ଲହୁ ଲୁହାଣ ହୋଇ ପଡ଼ିଥିଲେ ବସ୍ ଟି ଦୃତ ଗତିରେ ସ୍ଥାନ ଛାଡ଼ି ପଳାଇ ଯାଇଥିବା ଜଣାଯାଇଛି । ଯୁବକ କୁ ରକ୍ତାତ ଅବସ୍ଥାରେ ଆଖପାଖ ଲୋକ ଉଦ୍ଧାର କରି ରଣପୁର ଦମକଳ ବାହିନୀ ଗାଡି ଦ୍ୱାରା ରଣପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ । କ୍ଷତିଗ୍ରସ୍ତ ଯୁବକ ଙ୍କ ନାମ ସୂର୍ଯ୍ୟ କାନ୍ତ ମଲ୍ଲିକ ଏବଂ ଗ୍ରାମ ନୂଆଗାଁ ବୋଲି ଜଣାଯାଇଛି ।
No Result
View All Result