• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆସ ବୁଲିଯିବା ନରସିଂହପୁର ବ୍ଲକର – ଦିଅଁଝର

Proprietor Abhimanyu Maharana by Proprietor Abhimanyu Maharana
January 31, 2021
in ଓଡ଼ିଶା, କଟକ, ହୋମ୍
0
ଆସ ବୁଲିଯିବା ନରସିଂହପୁର ବ୍ଲକର – ଦିଅଁଝର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) କଟକ :- ଆରମ୍ଭ ହୋଇଯାଇଛି ପିକନିକ ଋତୁ । କୋଭିଡ଼ କଟକଣା ଟିକେ କୋହଳ ହୋଇଥିବାରୁ ଦୀର୍ଘ ଦଶମାସ କାଳ ଘରେ ବନ୍ଦୀ ଜୀବନ କଟାଉଥିବା ଲୋକମାନେ , ନିଜର ପରିବାରଙ୍କୁ ଧରି ପିକନିକ କରିବାକୁ ଯାଉଥିବା ଦେଖିବାକୁ ମିଳୁଛି । ପରିବାର ସହିତ ଯାଇ ଭୋଜିଭାତ କରି ଖାଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟୁଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନ ସ୍ଥାନକୁ ଲୋକମାନେ ପିକନିକ କରିବା ପାଇଁ ପରିବାର ଏବଂ ସାଙ୍ଗସାଥିଙ୍କୁ ଧରି ମଜା ଉଠାଉଛନ୍ତି ।

ବିଭିନ୍ନ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଦିଅଁଝର ଅନ୍ୟତମ ଏକ ପର୍ଯ୍ୟଟନ ସ୍ଥଳ । ଏଠାରେ ପ୍ରତି ଦିନ ପର୍ଯ୍ୟଟନ ମାନଙ୍କର ସମାଗମ ହେଉଥିବା ଦେଖିବାକୁ ମିଳୁଛି । କଟକ ଜିଲ୍ଲା ନରସିଂହପୁର ବ୍ଲକର ଓଲବ ପଞ୍ଚାୟତରେ ଏହି ସ୍ଥାନଟି ରହିଛି । ସୁନ୍ଦର ବଣ ପାହାଡ ପାଦଦେଶରେ ଭୋଜିଭାତ କରିବା ସାଙ୍ଗକୁ ପାହାଡ ଉପରୁ ମଳକୁ ଝିଆସୁଥିବା ଝରଣା ପାଣିରେ ଗାଧୋବା ମଜା ଅଧିକ ନିଆର ।

ସେହି ପରି ଭୋଜିଭାତ କରୁଥିବା ସ୍ଥାନ ପାଖରେ ଏକ ସୁନ୍ଦର ଉଦ୍ୟାନ ରହିଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ଏବଂ ସେମାନଙ୍କ ର ପିଲାମାନେ ଏହି ପାର୍କରେ ବଲି ମଜା ନେଇପାରିବେ । ଗତ ଡିସେମ୍ବର ୨୫ ତାରିଖରେ ଏହି ପାର୍କକୁ ଉଦଘାଟନ କରାଯାଇଛି । ପାଖରେ ପାହାଡ ର ସବୁଜିମା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁଥିବା ବେଳେ, ପାର୍କରେ ବିଭିନ୍ନ ଫୁଲ ଗଛ, ଦୋଳି , ଜୀବନ୍ତ ପଶୁ ଦିଶୁଥିବା ଫାଇବରେ ନିର୍ମିତ ହରିଣ, ଵଣମଣିଷ, ଆଦି ପଶୁ ପିଲାଙ୍କ ଠାରୁ ସମସ୍ତ ଙ୍କୁ ଆକୃଷ୍ଟ କରିପାରୁଛି ।

ଏହା ସହିତ ମେଳା ଲାଗିଲା ଭଳି ଛୋଟ ଛୋଟ ଉଠା ଦୋକାନ ପରିବେଶକୁ ଅଧିକ ଆକର୍ଷଣ କରିପାରୁଛି । ପ୍ରତିଦିନ କଟକ,ଭୁବନେଶ୍ୱର, ପୁରୀ କେନ୍ଦ୍ରାପଡା, ଯାଜପୁର, ନୟାଗଡ଼ ଜଗତସିଂହପୁର, ଢେଙ୍କାନାଳ ଆଦି ସ୍ଥାନରୁ ପର୍ଯ୍ୟଟକ ମାନେ ଏଠାକୁ ଆସି ଭୋଜିଭାତ କରୁଥିବା ଦେଖିବାକୁ ମିଳୁଛି । କାନପୁର ପୋଲିସ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ଦେଖାଶୁଣା ପାଇଁ ପ୍ରତି ଦିନ ଏଠାକୁ କିଛି ହୋମଗାର୍ଡ଼ ଏବଂ କନେଷ୍ଟବଳଙ୍କୁ ଡିୟୁଟି ପାଇଁ ପଠାଉଛନ୍ତି ।

ଏଣୁ ଭୟ କରିବା କିଛି ନାହିଁ । ବିନନ୍ଦାସରେ ଭୋଜି କରି ଘରକୁ ଫେରିପାରିବ । ବସ ଏବଂ ଚାରିଚକିଆ ଯାନ ପାର୍କିଂ କରିବା ପାଇଁ ବିସ୍ତିର୍ଣ ସ୍ଥାନ ରହିଛି । ଏଠାକୁ ଆସିଲା ବେଳେ ବାଟରେ ପଡ଼ିବ ବଡ଼ମ୍ବାର ମା, ଭଟ୍ଟାରିକାଙ୍କ ପୀଠ, ଚମ୍ପେଶ୍ୱରରେ ଚମ୍ପାନାଥ ମହାଦେବ ମନ୍ଦିର ଏହି ମନ୍ଦିର କୁ ଲାଗି ରହିଥିବା ପୁଷ୍କରିଣୀରେ ଶହଶହ ସଂଖ୍ୟାର ବିରାଟ ବିରାଟକାୟ କଇଁଛ ଦେଖିବା କୁ ମିଳିବ । କଟକ ରୁ ନରସିଂହପୁର ରାସ୍ତାରେ ଆସି ଚମ୍ପେଶ୍ୱର ଠାରୁ ଡାହଣକୁ ପଡିଥିବା ରାସ୍ତାରେ ୨୦ କିଲୋ ମିଟର ଆଗକୁ ଗଲେ ଦିଅଁଝର ପଡ଼ିବ । ବାଇଟ ଅଛି ପକାଇବେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

July 27, 2026
ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା – ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା – ଜ୍ୟୋତିର୍ମୟୀ ନାୟକ

July 26, 2026
ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

July 26, 2026
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

July 27, 2026
ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା – ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା – ଜ୍ୟୋତିର୍ମୟୀ ନାୟକ

July 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version