No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଜାନୁୟାରୀ ଗୁରୁବାର ) ଆକାଶରୁ ପୁଷ୍ପବୃଷ୍ଟି ନୁହେଁ, ହେଉଛି ତୁଷାର ବୃଷ୍ଟି । ଆଉ ତାଆରି ଭିତରେ ମୁଣ୍ଡଟେକି ସଗର୍ବେ ଉଡୁଛି ସ୍ୱାଧୀନ ଭାରତର ଜାତୀୟ ପତାକା । ବାଃ, ଏ ଦୃଶ୍ୟ ଦେଖି ଆଜି କୋଟି କୋଟି ଭାରତୀୟଙ୍କ ହୃଦୟରେ ଜାତ ହୋଇଛି ପ୍ରଗଳ୍ଭ ଦେଶପ୍ରେମ ।
ବନ୍ଧୁଗଣ, ଦେଶପ୍ରେମର ପ୍ରମାଣ ଦେବାକୁ ଆସନ୍ତୁ ଏହି ଫଟୋଟିକୁ ଏତେମାତ୍ରାରେ ଲାଇକ୍ ଓ ସେୟାର କରିବା ଯେ ସାରା ବିଶ୍ୱ ଦେଖିବ ଭାରତୀୟଙ୍କ ଦେଶପ୍ରେମର ପରାକାଷ୍ଠା ।
No Result
View All Result