• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଲାଖପଦର ବିଜୟୀ

Proprietor Abhimanyu Maharana by Proprietor Abhimanyu Maharana
January 24, 2021
in ଓଡ଼ିଶା, କଳାହାଣ୍ଡି, ଦେଶ, ହୋମ୍
0
ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଲାଖପଦର ବିଜୟୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ(୨୪ ଜାନୁଆରୀ ରବିବାର) କଳାହାଣ୍ଡି :- ନର୍ଲା ବ୍ଳକ  ଭୀମକେଲା ଗ୍ରାମ ପଂଚାୟତ ଅଧିନସ୍ଥ ପଲସାପଡା ଗ୍ରାମର ବଡଭଟ୍ଟା ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲ ମ୍ୟାଚ ଲାଖପଦର ଓ ଟାପରାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାଖପଦର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ୪ ଉଇକେଟ ବିନିମୟରେ ୧୨୫ ରନର ବିଜୟ ଲକ୍ଷ ଦେଇଥିଲା । ଦ୍ଵିତୀୟ ଇନିଂସରେ ଟାପରାଙ୍ଗ ଦଳ ବିଜୟ ଲକ୍ଷକୁ ପିଛା କରି ୭୪ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଲାଖପଦର ଦଳ ବିଜୟ ହାସଲ କରିଥିଲା । ଉକ୍ତ ଖେଳକୁ ସଂଜୀବ ସାହୁ ଓ ଗୋବିନ୍ଦ ମାଝୀ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ଦେଇଥିଲେ ହେମନ୍ତ କୁମାର ସାହୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବ୍ଲକ

ବିଜୁ ଯୁବ ଜନତା ଦଳରୁ ହରିଶଙ୍କର ମାଝୀ ଯୋଗ ଦେଇଥିବା ବେଳେ ପଲସାପଡା ଗ୍ରାମର ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳୀ ବଂଶୀଧର ନାଏକ ,ସୁରେଶ ଶର୍ମା , ଭୀମକେଲା ଗ୍ରାମପଞ୍ଚାୟତର ବିଜେଡି ସଭାପତି ଶରତ ନାଏକ, ଖେଳ ଶିକ୍ଷକ ସମୀର ନାଏକ, ସିଆରସିସି କ୍ଷମାଶୀଲ ସାହୁ ଯୋଗ ଦେଇଥିଲେ । ବିଜୟ ହାସଲ କରିଥିବା ଦଳକୁ ମୁଖ୍ୟ ଅତିଥି ଦଶ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ଓ ପରାଜୟ ଦଳକୁ ଅତିଥି ଟ୍ରଫି ଶହ ଛଅ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ହେମସାଗର ସାହୁ, ଲମ୍ବୋଦର ସାହୁ, ପ୍ରତୀକ ସାହୁ, ବିକ୍ରମ ମାଝୀ , କାହ୍ନା ସାହୁ, ବିକ୍ରମ ମାଝୀ, ଚନ୍ଦନ ସେଠ, ସରୋଜ ସେଠ, ବୃନ୍ଦା ମାଝୀ ଓ ପଲସାପଡା କ୍ରିକେଟ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।   ( ରିପୋର୍ଟ ପ୍ରଦୀପ କୁମାର ଗଉଡ,କଳାହାଣ୍ଡି ବ୍ୟୁରୋ ଚିଫ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

Axis Bank Freezes Bhubaneswar Firm’s Account for Over 15 Days Despite High Court Relief

October 24, 2026

Odisha AM/NS India Kho Kho High Performance Centre athletes excel at 56th Odisha State Senior Kho Kho Championship 2026

୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର ଆଥଲେଟ୍ ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

Axis Bank Freezes Bhubaneswar Firm’s Account for Over 15 Days Despite High Court Relief

October 24, 2026
କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

October 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version