କେନ୍ଦ୍ରାପଡ଼ା,ରାଜନଗରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଜାନୁଆରୀ ଶନିବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମେ ତିନିମୁହାଣୀ ଛକ ଠାରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀମାନଙ୍କ ପକ୍ଷରୁ କେନ୍ଦ୍ରପ୍ରିଟୋଲୀୟମ ଓ ଗ୍ୟାସ ମନ୍ତ୍ରାଳୟ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବ୍ୟାପକ ଭାବେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ମାନେପୁଷ୍ପଗୁଚ୍ଛ, ଫୁଲମାଳ ଦେଇ ସମ୍ବର୍ଦ୍ଧନା ଜଣାଇବା ଏଥି ସହିତ ଓଡ଼ିଶାର ରତ୍ନ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତମ, ଭାରତ ମାଟିର ବିକାଶ ପୁରୁଷ ପ୍ରଧାନ ମନ୍ତ୍ରୀ ମୋଦିଜୀ wel come ନାରାବାଜିରେ ଗଗନ ପବନ ରେ ମୁଖରିତ ହୋଇ ଉଠିଥିଲା,

ଅନ୍ୟ ପଟେ ପଟ୍ଟାମୁଣ୍ଡାଇ ଠାରେ ଶତାଧିକ ଦଳୀୟ କର୍ମୀ ମାନଂକୁ ନେଇ ଡ଼ଃ ଅଲେଖ କୁମାର ଜେନା ସମ୍ବର୍ଦ୍ଧନା ଜଣାଇବା ପରେ ରାଜନଗର ବ୍ଲକ ର ରାଜନୀତି ପଏଣ୍ଟ ତ୍ରିନାଥ ବଜ଼ାର ଠାରେ ପୂର୍ଵ ଯୋଜନା ମୁତାବକ ଶତାଧିକ ସଂଖ୍ୟାରେ ବିଜେପି ଦଳୀୟଯୁବ ମୋର୍ଚ୍ଚା, ସଙ୍ଗୀୟ ଯୁବ ନେତୃତ୍ୱ ସହିତ ଅନେକ ବରିଷ୍ଟ ଦଳୀୟ ନେତା ଓ କର୍ମୀମାନେ ନାହଁ ନ ଥିବା ଭିଡ଼ କିଛି ମୁହୂର୍ତ ପାଇଁମନ୍ତ୍ରୀ ଙ୍କ ଗାଡି ପାଖରେ ଦେଖିବାକୁ ମିଳିଥିଲା ସବୁଠୁ ବଡ଼ ଘଟଣା ଦେଖିବାକୁ ମିଳିଥିଲା ନମସ୍ତେ ଧର୍ମେନ୍ଦ୍ର ଜି, ଭାରତ ମାତା କି ଜୟ, ବନ୍ଦେ ମାଆ ତରାମ, ଅଲେଖ ଭାଇ ଜିନ୍ଦାବାଦ ଭଳି ସ୍ଲୋଗାନ ର ସୁଅ ଛୁଟିଥିଲା,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ଅନିରୁଦ୍ଧ ସେଠୀ)