ରାଜନଗର ମାଟିର ଦରଦୀ ମଣିଷର ଲଢେଇ କରୁଥିବା ରାମଚନ୍ଦ୍ର ମିଶ୍ର ଆଜି ପରଲୋକରେ

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ,ଶନିବାର ) କେନ୍ଦ୍ରାପଡ଼ା :- ରାଜନଗର ମାଟିର ଜଣେ ଦକ୍ଷତାସମ୍ପୂର୍ଣ ଓ ବୁନିଆଦି ବଂଶର ମଣିଷ ରାମ ଚନ୍ଦ୍ର ମିଶ୍ର ପରଲୋକରେ ସହିତ 60ଦଶକର ରୁ ରାଜନଗର ବ୍ଲକର ପ୍ରଥମ ସରପଞ୍ଚ ପୁଣି 5ଥର ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ୍ତ ହୋଇ ଜନସାଧାରଣ ମାନଙ୍କ ପାଇଁ ନାହଁ ନ ଥିବା ସେ ସମୟରେ କାର୍ଯ୍ୟ କରି ଦେଖାଇଦେଇଛନ୍ତି, ଆଜି ତାଙ୍କର ଅକାଳ ବିୟୋଗରେ ରାଜନଗର ଅଂଚଳରେ ଏକ ପବ୍ଲିକ ଫାଇଟର ବୋଲି ସମସ୍ତେ ଯାଣନ୍ତି,

ଯେତେବେଳେ ଯେଉଁ ପରିସ୍ଥିତିରେ ଯିଏ ବି ଲୋକ ହେଉ ରାମମିଶ୍ର ଙ୍କ ପାଖକୁ ଯାଇଛି, କିଛି ଅସୁବିଧାରେ ପଡି ତେବେ ସେହି ସ୍ଥାନରୁ ଶ୍ରୀ ମିଶ୍ର ଅବିଳମ୍ବେ ଯାଇ ତୁରନ୍ତ ସେକଥା କୁ ସମସ୍ୟା ଟିକୁ ସମାଧାନ କରିବାରେ ପାରିବା ପଣିଆ ମଣିଷ ଥିଲେ, ସ୍ବର୍ଗତ ରାମଚନ୍ଦ୍ର ମିଶ୍ର ଙ୍କୁ ଆମ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଙ୍କ ତରଫରୁ ଗଭୀର ଭାବେ ମର୍ମାହତ ଓ ତାଙ୍କର ଅମୂଲ୍ୟ ପରମଆତ୍ମା ର ସଦଗତି ନିମନ୍ତେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ବିନମ୍ର ପ୍ରାଥନା କରୁଛି,