No Result
View All Result
ଶିଶୁ ବଳତ୍କାର କେସ୍ ର ଅଭିଯୁକ୍ତ କୁ ଗିରଫ କରି, ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି – ଚାନ୍ଦପୁର ପୋଲିସ୍
ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର ପୋଲିସ୍ ର ୨୪ ଘଣ୍ଟା ର ପରିଶ୍ରମ ରେ ଖଣ୍ଡିଆବନ୍ଧ ଶିଶୁ ବଳତ୍କାର କେସ୍ ର ଅଭିଯୁକ୍ତ କୁ ଗିରଫ କରିଛନ୍ତି । ଉକ୍ତ କେସ୍ ର ଅଭିଯୁକ୍ତ ମଙ୍ଗୁଳି ବେହେରା ଙ୍କୁ ଗତ ରାତି ରେ ଜଙ୍ଗଲ ରୁ କାବୁ କରିଛନ୍ତି ପୋଲିସ ।
କିଛିଦିନ ତଳେ ଛୋଟ ଝିଅ ଟିର ବଳତ୍କାର୍ କେସ୍ ର ଅଭିଯୁକ୍ତ ଙ୍କୁ ଗିରଫ କରି ଲୋକ ଙ୍କ ମନରେ ଏକ ପୋଲିସ ଙ୍କ ଉପରେ ଥିବା ଆଶାକୁ ଦ୍ବିଗୁଣିତ କରିଦେଇଛି । ଉକ୍ତ ଅଭିଯୁକ୍ତ ନାମ ରେ ପୋଲିସ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ।
No Result
View All Result