କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଗ୍ରସ୍ତ କୁ ନେଇ ରାଜନଗର ବିଜେପି କମିଟି ତରଫରୁ – ମାରାଥନପ୍ରସ୍ତୁତ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର)  କେନ୍ଦ୍ରାପଡ଼ା ଜିଲ୍ଲା :- ପଟ୍ଟାମୁଣ୍ଡାଇ ଓ ରାଜନଗର କୁ ଅଫିସାଲି ଗ୍ରସ୍ତରେ ଭାରତ ସରକାରଙ୍କ ପ୍ରିଟୋଲିୟମ ଓ ଗ୍ୟାସ ମନ୍ତ୍ରାଳୟ ର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନପ୍ରଥମ ଥର କରି ଉପକୁଳ ଓଡିଶାକୁ ଆସିବାର ଆଗ ମାନକୁ ନେଇ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ଓ କର୍ମକର୍ତ୍ତା ମାନଂକର ଉତ୍ସାହ ଓ ଦଳର ହେଭି ୱାଟ ନେତାଙ୍କୁ ଅତି ପାଖରୁ ଜନସାଧାରଣ ଦେଖିବାର ସୁଯୋଗ ପାଇପାରିବା ସହିତ ରାଜନଗର ମାଟି ପ୍ରଥମ ଥର ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା ରାଜନଗର ଭଳି ଉପାନ୍ତ ଅଂଚଳ ପାଇଁ ଏହି ଭଳି ଘଡି ସନ୍ଧିମୁହୂର୍ତ୍ତରେ ଆସିବାର ଖବର ନେଇ ରାଜନୀତି ମହଲ ଠାରୁ ଶାସକ ଓ ପ୍ରଶାସକ ଙ୍କ ମୁଣ୍ଡ ବଥାର କାରଣ ପାଲଟିଯାଇଛି,

ତେବେ ଏନେଇ ରାଜନଗର ନିର୍ବାଚନମଣ୍ଡଳୀର ପୁର୍ବତନ ବିଧାୟକ ଓ ବିଜେପି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ସହ ରାଜନଗର ଓ ପଟ୍ଟାମୁଣ୍ଡାଇ ସଂଯୋକ ଡ଼ଃ ଅଲେଖ କୁମାର ଜେନା କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତପ୍ରଧାନ ଙ୍କ ଗ୍ରସ୍ତ କୁ କିପରି ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ସହିତ ଦଳୀୟ କର୍ମୀମାନଂକୁ ସମନ୍ୱୟର ସୁଯୋଗ ସୃଷ୍ଟି କରାଯିବା ସହିତ ଦଳୀୟ କର୍ମୀ ମାନଙ୍କ ମନଭାଵ ଦ୍ୱିଗୁଣିତ କରାଯାଇପାରିବ, ସେଥିପାଇଁ ସବୁସ୍ତରରେ ଚେଷ୍ଟା କରା ଯାଉଛି,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )