କରୋନା ସମୟରେ ଡେରାବିଶ ତହସିଲଦାର ଙ୍କଗରିବ ଅସହାୟ ପରିବାର ଙ୍କ ଘର ଭାଙ୍ଗିବାଥିବା ପାଇଁ ଆମରଣ ଅନଶନ

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ର ଘଟଣା ଟି ଏକ ଭିତିରି ରହସ୍ୟ ମୟ କଥା ହେଉଛି, ଯେଉଁ ପରିବାର ର ଘର ଭାଙ୍ଗିଥିଲେ, ସେମାନଙ୍କ ମଧ୍ୟରୁ ଯୁବକ ଓଡ଼ିଆ ହୋଇଥିଲେ ଅନ୍ୟ ପଟେ ସ୍ତ୍ରୀ ତାଙ୍କରସ୍ଥାନୀୟ ଅଂଚଳ କେନ୍ଦ୍ରାପଡ଼ାର ମୁସଲିମ ସମ୍ପ୍ରଦାୟ ର ହୋଇଥିବାରୁ ସେମାନଂକୁ ଦୁନିଆରୁ ସମସ୍ତ ସରକାରୀ ଯୋଜନା ଓ ବ୍ୟବସ୍ଥାରୁ ନାନାଦି ପ୍ରକାର ର ନିର୍ଯ୍ୟାତନା ଦେବା ପାଇଁ ଏକ ସୁକଳ୍ପିତ ଚକ୍ରାନ୍ତ କରାଯାଇ,

ସାରା ବିଶ୍ୱରେ କୋରାନା ତାଣ୍ଡବ ରଚୁଥିବା ବେଳେ ସମାଜ ର ସବୁ ସ୍ତରରୁ ତାଡନା ରେ ଉଭୟ ପତି ଓ ପତ୍ନୀ ପୂର୍ବ ନିଷ୍ପତିଅନୁଯାଇ ରହିବା ଦୁଇ ଜଣ ନଚେତ ଯଦି କୌଣସି କାରଣରୁ ଆମକୁ ସମାଜ ସ୍ୱୀକୃତି ନଦେଲା ତେବେ ମରିବୁ ଶେଷରେ ଏକ ସରକାରୀ ଜାଗାରେ ବହୁ ଦୁଃଖ କଷ୍ଟରେ ଅସ୍ଥାୟୀ ଭାବେ ଘର ଟି ତିଆରି କରି ବିଭିନ୍ନ ଲୋକମାନଙ୍କର ମୂଲ ପାତି କାର୍ଯ୍ୟ କରି ଦିନ କାଟୁଥିବା ବେଳେ କେଉଁଠି ଥିଲା

ବ୍ରହ୍ମ ଚଣ୍ଡାଳ ଡେରାବିଶି ତହସିଲଦାର ସେମାନଙ୍କ ଆଖିର ଆଖିଏ ସ୍ୱପ୍ନ କୁ ଭାଙ୍ଗି ଚୁର ମାର କରିଦେଇଥିଲା, ତେବେ ଏ ନେଇ ଅନେକ ପ୍ରକାର ଗଣମାଧ୍ୟମ ର ଶିରୋନାମ ରେ ଖବର ପ୍ରସାରଣ ହୋଇଥିଲେ, ରାଜ୍ୟମାନବିକ ଅଧିକାର ଙ୍କ ସହ ବର୍ତ୍ତମାନ ର କେନ୍ଦ୍ରାପଡ଼ା ଜିଲ୍ଲାର ନବାଗତ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଙ୍କ ନିକଟରେ ଗୁହାରି କେବେ ଏହି ଗରିବ ପରିବାର କୁ ନ୍ୟାୟ ମିଳିବ (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)