• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

।। ରାମ ମନ୍ଦିର ନିର୍ମାଣ ପାଇଁ ରଣପୁର ବଡ଼ଦାଣ୍ଡ ରେ ଦୋକାନ ଦୋକାନ ବୁଲି – ଭିକ୍ଷା କଲେ ସୁରମା ।।

Proprietor Abhimanyu Maharana by Proprietor Abhimanyu Maharana
January 21, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
।। ରାମ ମନ୍ଦିର ନିର୍ମାଣ ପାଇଁ ରଣପୁର ବଡ଼ଦାଣ୍ଡ ରେ ଦୋକାନ ଦୋକାନ ବୁଲି – ଭିକ୍ଷା କଲେ ସୁରମା ।।
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ରଣପୁର :- ମୋଗଲର ଆକ୍ରମଣକାରି ବାବର ଭାରତ ଆସିଥିବା ବେଳେ ଭାରତର ଅନେକ ସ୍ଥାନ ଖାଲି ଥିଲା କିନ୍ତୁ ସେ ତାଙ୍କ ଇଚ୍ଛାରେ ଯେଉଁଠି ଭଗବାନ ଶ୍ରୀ ରାମ , ଶିବ ବିଶ୍ଵନାଥ ଏବଂ ମଥୁରା ରେ କୃଷ୍ଣ ମନ୍ଦିର ଏହି ତିନୋଟି ଯାଗା କୁ ଭାଙ୍ଗି ସେଠାରେ ମସଜିଦ ନିର୍ମାଣ କରିଥିଲେ । ଅନେକ ଯାଗା ଖାଲି ଥିଲା ବେଳେ ଯେଉଁଠାରେ ହିନ୍ଦୁ ମାନଙ୍କ ର ସର୍ବ ପ୍ରଥମ ଦେବତା ମାନେ ଉପସ୍ଥିତ ଥିଲେ ତାକୁ ଭାଙ୍ଗି ମସଜିଦ କରିବାର କୌଣସି ଆବଶ୍ୟକତା ନଥିଲା କିନ୍ତୁ ତାହା ହେଲା । ଭାରତ ସ୍ବାଧିନତା ହେଲା ପରେ ଦେଶର ପିତା ମହାତ୍ମା ଗାନ୍ଧୀ ରଘୁପତି ରାଘବ ରାଜାରାମ୍ , ପତିତ ପାବନ ସୀତା ରାମ , ଈଶ୍ୱର ଆଲ୍ଲା ତେରେ ନାମ୍ , ସବକୋ ସନମତି ଦେ ଭଗବାନ ଅର୍ଥାତ ହିନ୍ଦୁ ଓ ମୁସଲମାନ ଙ୍କୁ ମିସାଇବା ପାଈଁ ଏହା ତାଙ୍କର ବାର୍ତ୍ତା ଥିଲା । ଯେଉଁଥିରେ ସମସ୍ତେ ଲଢିଲେ କିନ୍ତୁ ଜିତିବା ପରେ ଭାରତ ସ୍ବାଧିନତା ହେଲା । ପରେ 1947 ମସିହାରେ ମୁସଲମାନ୍ ଭାଇ ମାନେ ତାଙ୍କ ଅଂଶ ନେଲେ ।

ତାହା ହେଲା ପାକିସ୍ତାନ । ପରବର୍ତ୍ତୀ କାଳରେ 1971 ମସିହାରେ ପାକିସ୍ତାନ ଡିଭିଜନ ହେଲା ଏବଂ ସେଥିରୁ ବଙ୍ଗଲାଦେଶ ଜନ୍ମ ନେଲା । ଏ ସମସ୍ତ କଥା ସରିଗଲା ପରେ ଭଗବାନ ରାମ ଙ୍କ ମନ୍ଦିର ତିଆରି ହେବା ପାଈଁ ଯଥା ସ୍ଥାନ ରେ “ବିଶ୍ଵ ହିନ୍ଦୁ ପରିଷଦ” ଏହି  କାର୍ଯ୍ୟ ହାତକୁ ନେଲା ସେହିଠାରେ 1990 ମସିହାରେ ପ୍ରଥମ କର ସେବା ହେଲା । ସେହି କର ସେବାରେ ଆମ ଅଞ୍ଚଳ ର ସୁରେଶ ମିଶ୍ର ବର୍ତ୍ତମାନ ଆଡ଼ଭୋକେଟ ପୂର୍ବତନ ସମିତିସଭ୍ୟ ରଣପୁର , କର ସେବାରେ ଯାଇଥିଲେ । କିନ୍ତୁ ସେତେବେଳେ ନୟାଗଡ଼ ଜିଲ୍ଲାରେ କୌଣସି ବ୍ୟକ୍ତି ଭଗବାନ ରାମ ଙ୍କ କରସେବା ରେ ଯାଇନଥିଲେ । ଆଜି ସେହି ଅବସ୍ଥାରେ ବିଶ୍ଵ ହିନ୍ଦୁ ପରିଷଦ ଅର୍ଥାତ ବିଜେପି ନୁହେଁ  ଏହା ଏକ ହିନ୍ଦୁ ସଙ୍ଗଠନ । ବର୍ତ୍ତମାନ ଶ୍ରୀମତି ସୁରମାପାଢ଼ୀ ପୂର୍ବତନ ମନ୍ତ୍ରୀ ତଥା ରଣପୁର ର ବିଧାୟିକା ସେ ସମୟରେ ଏଠି ନଥିଲେ ।

କିନ୍ତୁ ସେ 2000 ମସିହା ରେ ପୂର୍ବତ୍ତନ ବିଧାୟିକା ସୁରମା ପାଢ଼ୀ ରଣପୁର ରେ ବିଜେପି ତରଫରୁ ଇଲେକ୍ସନ ଲଢି ବହୁ ଭୋଟରେ ହାରିଥିଲେ । ତା ପରେ 2004 ରୁ 2009 ସେ ବିଜେଡ଼ି/ବିଜେପି ତରଫରୁ ରଣପୁର ନିର୍ବାଚନ ମଣ୍ଡଳୀରେ ସୁରମା ମିଳିତ ସରକାର ରେ ବିଧାୟିକା ଥିଲେ ଏବଂ ମନ୍ତ୍ରୀ ବି ହୋଇଥିଲେ । ପରବର୍ତ୍ତୀ କାଳରେ ବିଜେପି,ବିଜେଡ଼ି ଅଲଗା ହୋଇଗଲେ । ସୁରମା 2009 ରୁ 2014 ବିଜେପି ବିଜେଡି ଲଢେଇ ରେ ବିଜେଡ଼ି ରୁ ବର୍ତ୍ତମାନ ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ 2009 ରେ ରଣପୁର ରେ ବିଧାୟକ ପଦ ରେ ବିଜୟ ଲାଭ କରିଥିଲେ । ପରବର୍ତ୍ତୀ ସୁରମା 2014 ରୁ 2019 ବିଜେପି ରୁ ରଣପୁର ନିର୍ବାଚନ ମଣ୍ଡଳୀରେ ଅବତରଣ କରିଥିଲେ । ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ରବିନାରାୟଣ ମହାପାତ୍ର ଅବତରଣ କଲେ ।  ବିଜେଡି, ବିଜେପି , କଂଗ୍ରେସ ଓ ସିପିଆଇଏମ୍ ଇଲେକ୍ସନ ଲଢେଇ ଭିତରେ ଜିତି ଥିଲେ ରବିନାରାୟଣ ମହାପାତ୍ର ।

ରଣପୁରରେ ବିଜେଡି ର ବିଜୟ ବାନା ଉଡେଇ ଥିଲେ ରବି । ରଣପୁରରୁ ସୁରମା 2014 ରୁ 2019 ପରାଜିତ ହୋଇଥିଲେ । ଏହି ପରିପ୍ରେକ୍ଷୀ ରେ ଯେଉଁ ସମୟରେ 2019 ରୁ 2024 ପୁନର୍ବାର ସୁରମା ବିଜେପିରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ସେହି ସମୟରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ର ପ୍ରାର୍ଥୀ ଭାବେ ସତ୍ୟ ନାରାୟଣ ପ୍ରଧାନ ଙ୍କ ନାମ ଘୋଷଣା କରାଯାଇଥିଲା ସତ୍ୟ ନାରାୟଣ ପ୍ରଧା ଇଲେକ୍ସନ ଲଢ଼ାଇ ରେ ବିଜେପି ର ସୁରମା ପାଢ଼ୀ ଙ୍କୁ ବିଜେଡି ର ସତ୍ୟ ନାରାୟଣ ପ୍ରଧାନ ବହୁ କମ୍ ଭୋଟ ରେ ପରାଜିତ କରିଥିଲେ ଓ ରଣପୁର ରେ ବିଜେଡି ର ବିଜୟ ବାନା 2019ରେ ଉଡ଼ାଇଥିଲେ ରଣପୁର ରେ ଲଗାତାର ସୁରମା ଚାରି ଚାରି ଥର ହାରି ଆସୁଥିବାରୁ ଏବେ ରଣପୁର ରେ ଚର୍ଚ୍ଚା ରେ ଆସିଛନ୍ତି ସୁରମା । କିଛି ପୁରୁଣା କର୍ମୀ ସୁରମା ଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଚାନ୍ଦପୁର କନ୍ଧନୟାଗଡ ଠାରେ ବୈଠକ କରିଥିଲେ । ସେହି ବୈଠକ ରେ ରଣପୁର ନିର୍ବାଚନ ମଣ୍ଡଳୀର ବରିଷ୍ଟ ନେତା ମାନଙ୍କ ମନରେ ସୁରମା ଙ୍କ ପ୍ରତି ଅସନ୍ତୁଷ୍ଟ ଦେଖିବାକୁ ମିଳିଥିଲା ଓ ଭାଷଣ ମାଧ୍ୟମରେ କହିଥିଲେ ।

ଏଠାରେ ବିଜେପି ର ପ୍ରମୁଖ ନେତାଙ୍କର ପରିବର୍ତ୍ତନ ହେବା ଦରକାର ଯାହା ଫଳରେ ବ୍ୟାନର ପୋଷ୍ଟର ରେ ସୁରମା ପାଢ଼ୀଙ୍କର ଫଟୋ ଚିତ୍ର  ନଥିଲା ସମସ୍ତ କର୍ମୀ ଙ୍କ ମନରେ ଗୁଞ୍ଜରଣ ହେଉଥିଲା ଏଥର ‘ସୁରମା ହଟାଅ ବିଜେପି ବଞ୍ଚାଅ’  । ଏହି ସମୟରେ ସୁରମା ହଟାଅ ସ୍ଲୋଗାନ ଶୁଣିବାକୁ ମିଳୁଥିବା ବେଳେ ସେ ରଣପୁର ରେ ଭଗବାନ ଶ୍ରୀ ରାମ ଙ୍କ ପାଈଁ ଭିକ୍ଷା କରିବା ଏବଂ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ରାଶି ସଂଗ୍ରହ କରିବା ପାଇଁ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା l ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ ସହିତ କିଛି ଆର୍ଥିକ ସହାୟତା ଜନସାଧାରଣମାନେ ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି l ପୂରାତନ କାର୍ଯ୍ୟକର୍ତ୍ତା ମାନେ ସାଙ୍ଗରେ ନଥିବା ଦେଖି ରଣପୁର ରେ ସାଧାରଣରେ ଆଲୋଚନା   ଓ ରାଜନୀତି ମହଲରେ ଚର୍ଚ୍ଚା ହେଉଅଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version