ରାଜନଗର ମାଟିର ଯୋଗଜନ୍ମା ପୁରୁଷ ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ଙ୍କ 72ତମ ଜନ୍ମଜୟନ୍ତୀ

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) କେନ୍ଦ୍ରାପଡ଼ା :- ପୁର୍ବତନ ମନ୍ତ୍ରୀ, ରାଜନଗର ର ଭୂମି ପୁତ୍ର, ଦିବଂଗତଲୋକପ୍ରିୟ ଜନନେତା ଶ୍ରୀଯୁକ୍ତ ନଳିନୀ କାନ୍ତ ମହାନ୍ତିଙ୍କ 72ତମ ଜନ୍ମଜୟନ୍ତୀ ଅବସରରେ (ନମସ୍ୟ ନଳିନୀ )ଓ ସ୍ମୃତିରେ ନଳିନୀ ପତ୍ରିକା ସହିତ ନଳିନୀ କାନ୍ତ ମହାନ୍ତି ମେମୋରିଆଲ ଫାଉଣ୍ଡେସନ ତରଫରୁ କ୍ୟାଲେଣ୍ଡର ଆଜି ଏକ ଟିମ ପଟ୍ଟାମୁଣ୍ଡାଇ ଠାରୁ ରାଜନଗର ବ୍ଲକ ର ଶେଷ ତାଳଚୁଆ, ରଙ୍ଗଣୀ, ଡାଙ୍ଗମାଳ, ଖମାର ସାହି,

 

ଜରିମୂଳ ସହ ଅନେକ ବଜ଼ାର, ଛକ ମାନଙ୍କ ରେ ମାଗଣାରେ ବଣ୍ଟନ କରାଯାଇଛି, ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଭାବେ ଶ୍ରୀ ପ୍ରଦୀପ୍ତ କୁମାର ବେହେରା ପରିଚାଳନା କରିଥିଲେ, ରାଜନଗରର ଯୋଗଜନ୍ମା ପୁରୁଷ,

 

ସୁଯୋଗ୍ୟ ସନ୍ତାନ ତଥା ଜନପ୍ରିୟ ନେତା ସ୍ବର୍ଗତଃ ନଳିନୀକାନ୍ତ ମହାନ୍ତିଙ୍କ ୭୨ ତମ ଜନ୍ମଜୟନ୍ତୀ ଉପଲଖ୍ୟେ “ଲେଖାଲେଖି” ରୂପକ ସାରସ୍ବତ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ତ ବେହୁରା ଭାଇଂକ ସମ୍ପାଦନାରେ “ନମସ୍ୟ ନଳିନୀ” ଓ “ସ୍ମୁତିରେ ନଳିନୀ” ଉନ୍ମୋଚିତ ହୋଇଯାଇଛି ।(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)