• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଏସଟିଏଫ ପକ୍ଷରୁ କାରଗୋ ଚୋରି ଦଳ କୁ ଧରିବା ପାଇଁ ଚଢ଼ାଉ

Proprietor Abhimanyu Maharana by Proprietor Abhimanyu Maharana
January 17, 2021
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ଏସଟିଏଫ ପକ୍ଷରୁ କାରଗୋ ଚୋରି ଦଳ କୁ ଧରିବା ପାଇଁ ଚଢ଼ାଉ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) କଟକ :- ନିର୍ଭରଯୋଗ୍ୟ ସୂଚନା ଆଧାରରେ,ଶନିବାର ଦିନ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ NH-55 ପାର୍ଶ୍ୱରେ , ଦୁର୍ବୃତ୍ତମାନେ ଆନ୍ତ ରାଜ୍ୟ ପରିବହନ ଯାନରୁ ସଂଗଠିତ ମାଲ ଚୋରି ତଥା ବହୁମୂଲ୍ୟ ସାମଗ୍ରୀ , ମାଲ ପରିବହନରୁ ବେଆଇନ ଅନଲୋଡିଂ ସମ୍ବନ୍ଧରେ ଏସଟିଏଫ ପୋଲିସ ଖବରପାଇଥିଲା । “ବାବା ଧବାଲେଶ୍ୱର କୋଇଲା ଡିପୋ “ଉପରେ ଏସଟିଏଫ ଦଳ ଚଢାଉ କରିଥିଲେ। ଫଳସ୍ୱରୂପ, ଲାମ କୋକ୍ ଲୋଡ୍ ହୋଇଥିବା ଆଠଟି ଟ୍ରକ୍ ସେହି ସ୍ଥାନରୁ ମିଳିଥିଲା, ଯେଉଁଠାରୁ ବିପୁଳ ପରିମାଣର ଲାମ କୋକସ୍ ଅନଲୋଡ୍ ହୋଇ ଚୋରି ହୋଇଯାଇଥିଲା ।

ସେହି ସମାନ ପରିମାଣର ଲାମ କୋକସ ବେଆଇନ ଲାଭ ଉଦ୍ଦେଶ୍ୟରେ ଅନ୍ୟ ଟ୍ରକରେ ଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା ​​। ଏହି ଘଟଣାରେ ଅପରାଧୀଙ୍କ ନିକଟରୁ ପ୍ରାୟ ୩୨ ମେଟ୍ରିକ୍ ଟନ୍ ଓଜନ ବିଶିଷ୍ଟ ନଅଟି ଟ୍ରକ୍ ସହିତ ଲାମ କୋକସ୍, ଗୋଟିଏ ଜେସିବି, କିଛି ରିସେଲିଂ ଏବଂ ପୁନ ପ୍ୟାକେଜ୍ ସାମଗ୍ରୀ ଜବତ କରାଯାଇଥିଲା

। ସମୁଦାୟ ୫୪ ମେଟ୍ରିକ୍ ଟନ୍ ଲାମ କୋକ୍ ଚୋରି ହୋଇ ଅପରାଧୀମାନଙ୍କ ଦ୍ୱାରା ବେଆଇନ ଭାବରେ ବିକ୍ରୟ ଉଦ୍ଦେଶ୍ୟରେ ରଖାଯାଇଥିବା ଜଣାପଡିଛି । ଯାହାର ମୂଲ୍ୟ ୧୩ ଲକ୍ଷ୍ୟ,୫୦,୦୦୦ ହଜାର ଟଙ୍କା (ପାଖାପାଖି) ହେବ। ଏହି ମାମଲାରେ ପ୍ରାୟ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାଙ୍କୁ କୋର୍ଟକୁ ଚାଲାଣ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ଏସଟିଏଫ ଥାନି କେସ୍ ନଂ 04| u/s 379/411/120 (B) IPC ଆଧାରରେ ଅନୁସନ୍ଧାନ ଚାଲିଛି। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version