No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ସହିତ ପୌର ଅଫିସର ମାନେ ବର୍ଷ ବର୍ଷ ଧରି ଶାସକ ଦଳର ପରଚନାରେ ବିଶେଷ କରି କଂଗ୍ରେସ ମାର୍କା ରାସନ କାର୍ଡ ହିତାଧିକାରୀ ମାନଂଙ୍କ କଥା ଆଦୌ ଶୁଣା ଯାଉନାହିଁ ଅନ୍ୟ ପଟେ ମାସ ମାସ ଧରି ଜଣେ ଗରିବ ଲୋକଟି ପୌର ଅଫିସ ଦୌଡ଼ି ଦୌଡ଼ି ଅଣ ନିଶ୍ୱାସୀ ହୋଇ ଯାଇଛନ୍ତି । ଆଜି ପଟ୍ଟାମୁଣ୍ଡାଇ ପୌର

ପରିଷଦର ବିଭିନ୍ନ ୱାର୍ଡ ରୁ ଜନସାଧାରଣ ମାନେ ଏକତ୍ରିତ ହୋଇ ଅଫିସ ଘେରାଉ ସହିତ ପ୍ରତିବାଦ ସଭା କରୁଥିବା ଘଟଣା ସ୍ଥଳରେ ପହଂଚିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ ନେତୃତ୍ୱ ର କଂଗ୍ରେସ ଦଳର ଜିଲ୍ଲା ସଭାପତି ଶ୍ରୀ ଅଂଶୁମାନ ମହାନ୍ତି । ଙ୍କ ଖୋଦ ହସ୍ତକ୍ଷେପ କରି ସମର୍ଥନ ଜଣାଇଥିଲେ । ଏବଂ ପୌର ଅଫିସର ମାନଂକୁ ଆଗକୁ ଏପରି କାର୍ଯ୍ୟ ନକରିବାକୁ କଡା ଚେତାବନୀ ଦେଇଛନ୍ତି । (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)
No Result
View All Result