• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

।। କଟକ ରେ : ଜି .ଏସ୍ .ଟି ଠକେଇ ଧରାପଡିଲା ।।

Proprietor Abhimanyu Maharana by Proprietor Abhimanyu Maharana
January 12, 2021
in ଅପରାଧ, ଓଡ଼ିଶା, କଟକ, ମହାନଗର, ହୋମ୍
0
।। କଟକ ରେ :  ଜି .ଏସ୍ .ଟି  ଠକେଇ ଧରାପଡିଲା ।।
Share on FacebookShare on TwitterWhatsapp

ଓଡିଶା ତାଜା ନିୟୁଜ (୧୨ ଜାନୁଆରୀ ମଙ୍ଗଳବାର ) କଟକ :- ଠକେଇର ସୀମା ଟପିଲେଣି ଅସାଧୁ ବ୍ୟବସାୟୀ । ବିଶେଷ କରି ଲକଡାଉନ୍ ଓ ସର୍ଟଡାଉନ୍ ବେଳେ କାହାରିକୁ ଛାଡିନାହାନ୍ତି ବେପାରୀ । ଗ୍ରାହକଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କାର କଳା ଅର୍ଥ କମାଇ ଦେଇଛନ୍ତି ଅସାଧୁ ବେପାରୀ । ମୋଟା ଅଙ୍କର ଲାଭ ପାଇବା ଆଶାରେ ବିଭିନ୍ନ ସାମଗ୍ରୀ କୁ ସମସ୍ତଙ୍କ ଠୁ ଦୁଇଗୁଣା ଅଧିକ ବିକ୍ରି କରିଛନ୍ତି ମୁନାଫାଖୋର୍ ବ୍ୟବସାୟୀ । ହେଲେ ସବୁ ଓଲଟପାଲଟ ହୋଇଗଲା । ଇଏ ହେଉଛି ଲୋକଙ୍କ ଠୁ ଠକିବାର ଫଳ ।

ଏମିତି କିଛି ଠକ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ରେଡ୍ କରିଛି ଜିଏସଟି ବିଭାଗ। କଟକ ସହରରେ ଏହିଭଳି ଭାବେ ଜିଏସଟି ଫାଙ୍କୁଥିବା ବେପାରୀ, ଏଜେନ୍ସି ଆଉ କମ୍ପାନୀଙ୍କ ଉପରେ ଜିଏସଟି ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍ କରାଯାଇଛି । କଟକ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ଅଞ୍ଚଳ ରେ ଥିବା ଏକ ଗୋଦାମ ଉପରେ ଜିଏସଟି ଟିମ୍ ଚଢାଉ । ସେଠାରେ ଥିବା ଏକ ବଡ଼ ହୋଲସେଲ୍ ଗୋଦାମ ରେ ଜିଏସଟି ଫାଙ୍କୁ ଥିବା ର ଖବର ପାଇଁ ଜିଏସଟି ର ଏକ ସ୍ବତନ୍ତ୍ର ଟିମ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଟିମ ର ଅଧିକାରୀମାନେ ସେଠାରେ ପହଞ୍ଚି ଗୋଦାମ ର ଜିନିଷକୁ ତନଖି କରିବା ସହ ନଥିପତ୍ରକୁ ଟିକିନିଖି ଯାଞ୍ଚ କରିଛନ୍ତି ।

ଗୋଦାମ ରେ ସିଗାରେଟ୍, ଗୁଟଖା, ଜର୍ଦ୍ଦା ସମେତ ୪ ରୁ ୫ ଟି ଖାଦ୍ୟ ସମାଗ୍ରୀ ର ମାଲ ବିପୁଳ ପରିମାଣରେ ମହଜୁଦ ରହିଛି । ମାତ୍ର ଗୋଦାମରେ ଥିବା ମାଲ ଏବଂ ଜିଏସଟି କାଗଜପତ୍ରକୁ ଯାଞ୍ଚ କରି କେତେ ଟଙ୍କାର କେଳେଙ୍କାରୀ ହୋଇଛି ତାହାର ଖୋଳତାଡ ଜାରି ରଖିଛି ଜିଏସଟି ବିଭାଗ । ଅପର୍ଣ୍ଣାନଗର ର ଏହି ଗୋଦାମ ରେ ବିନା ବିଲରେ ଜିନିଷ କାରବାର ତଥା ଜିଏସଟି ଫାଙ୍କି କରି କାରବାର କରାଯାଉଥିବା ର ଅଭିଯୋଗ ଜିଏସଟି ଟିମ ପାଖରେ ପହଞ୍ଚିଥିଲା । ତେବେ ଖାଲି ଏହି ସ୍ଥାନରେ ନୁହେଁ ବଂର ସହରର ଅନ୍ୟ ସ୍ଥାନରେ ବି ରେଡ୍ ଜାରି ରଖାଯାଇଛି ।

ତେବେ ଆସିଥିବା ସମସ୍ତ ଅଭିଯୋଗ ର ଛାନଭିନ ଶେଷ ହେବା ପରେ ଜିଏସଟି ଟିମ୍ ଏହି ଜିଏସିଟି ଠକେଇ ବାବଦରେ ସୂଚନା ଦେବ ବୋଲି ସ୍ପଷ୍ଟ କରିଛି ଜିଏସଟି ଟିମ । ବିପତ୍ତି ସମୟରେ ବେପାରୀମାନେ ସମସ୍ତଙ୍କୁ ସାହା ହେବା ପରିବର୍ତ୍ତେ ଲୋକଙ୍କୁ ଲୁଟି ଚାଲିଥିଲେ ଠକ ବେପାରୀ ଗୋଷ୍ଠୀ । ଆଉ ଜିଏସଟି ଠକି କୋଟି କୋଟି ଟଙ୍କାର କଳା ଟଙ୍କା କମାଇଛନ୍ତି । ଯାହାର ପରିଣାମ ଏବେ ଭୋଗିବାକୁ ପଡିଛି ଏହି ବ୍ୟବସାୟୀଙ୍କୁ । ଏବେ ଚାରିଆଡେ ଚଢାଉ ଚାଲିଥିଲାବେଳେ ଅସାଧୁ ବ୍ୟବସାୟଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version