No Result
View All Result
ଓଡିଶା ତାଜା ନିୟୁଜ ( ୧୨ ଜାନୁଆରୀ ମଙ୍ଗଳବାର ) ମାହାଙ୍ଗା :- ଡବଲ ମର୍ଡର ହତ୍ୟାକାଣ୍ଡରେ ପୂର୍ବତନ ସମିତିସଭ୍ୟ ଭିକାରୀ ଚରଣ ସ୍ବାଇଁକୁ ଆଜି କୋର୍ଟ ଚାଲାଣ କରିଛି ପୋଲିସି, ଏହି ଡବଲ ମର୍ଡର ହତ୍ୟାକାଣ୍ଡରେ ଏତଲାର ପ୍ରଥମ ଅଭିଯୁକ୍ତ କୁହାଯାଉଥିବା ଭିକାରୀ ଚରଣ ସ୍ୱାଇଁକୁ ପୋଲିସ ର ଏକ ଟିମ ରାଉରକେଲା ରୁ ଗିରଫ କରି ଗତକାଲି ରାତିରେ ଅଣିଥିବାବେଳେ ଆଜି ସାଲେପୁର ବିଚାର ବିଭାଗୀୟ କୋର୍ଟକୁ ଚାଲାଣ କରିଛି ।

ଅଷ୍ଟମ ଅଭିଯୁକ୍ତ ଭାବେ ପୋଲିସ ତାଙ୍କୁ ଜେରା କରିବାସହ ତାଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିଛି, ଅନ୍ୟପଟରେ 97 ମସିହାରୁ କୁଳମଣିଙ୍କ ପରିବାର ସହ ତାଙ୍କର ରାଜନୈତିକ ଶତ୍ରୁତା ଲାଗିରହିଥିଲା, କୁଳମଣିଙ୍କ ପୁତ୍ର ରମାକାନ୍ତ ଓ ରଂଜିତ ମୋତେ ଫସାଇଦେଇଛନ୍ତି, ଏହି ହତ୍ୟାକାଣ୍ଡରେ ମୋର କୌଣସିପ୍ରକାର ସମ୍ପୃକ୍ତି ର ଚାନ୍ସ ନାଇଁବୋଲି ଗଣମାଧ୍ୟମକୁ କହିଛନ୍ତି ଭିକାରି ସ୍ୱାଇଁ, ।
No Result
View All Result