No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର )ରାୟଗଡ଼ :- ଗଜପତି ରାୟଗଡ଼ ବ୍ଲକ ଜିରାଙ୍ଗ ନିକଟସ୍ତ ମକୁନ୍ଦ ପୁର ଛକ ଠାରେ ରାୟଗଡ଼ ପୋଲିସ ଅକ୍ଷରୁ ପଟ୍ରୋଲିଙ୍ଗ ଚାଲିଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର ବାଲି ଗାଡିଟି ନେଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଯାଇଥିଲେ l ଉକ୍ତ ଗାଡିକୁ ଜବତ କରି ରାୟଗଡ଼ଥାନା କୁ ଅଣାଯାଇଛି ଗାଡି ଟି ରାୟଗଡ଼ ତହସିଲଦାରଙ୍କୁ ସାକ୍ଷାତ କରି ବାଲି ଗାଡି ବାବଦକୁ ଫାଇନ ଆକାରେ ଦଶ ହଜାର ଏକ ଶହ ପାଞ୍ଚ ଟଙ୍କା ରସିଦ କାଟିଥିବା ଜଣାପଡିଛି !
ଗାଡି ସଂଖ୍ୟା ଓଡି ୨୦ଏ ୯୭୪୬ ଟ୍ରଲି ସଂଖ୍ୟା ଓଡି ୨୦ ୯୭୪୭ କୁ ଜବତ କରି ଥିବା ରାୟଗଡ଼ ଥାନ ଅଧିକାରୀ ଶ୍ରବଣ କୁମାର ମହାରଣା ଜଣାଇ ଛନ୍ତି l ରାୟଗଡ ଅଞ୍ଚଳରେ ବାଲି ଚୋରା ଚାଲାଣ ବନ୍ଦ ହବାର ନା ଧରୁନି ଗୋଟିଏ ପରେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଉଥିଲେ ମଧ୍ୟ କମୁନି ଚୋରା ଚାଲାଣ l (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )
No Result
View All Result