• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱ ସ୍ତରିୟ ପଦକ୍ଷେପ ପାଇଁ ଯୁବବର୍ଗଙ୍କୁ ନିୟୋଜିତ କରିବ ଧ୍ୱନି – ଚଳିତ ବର୍ଷ ଅନଲାଇନ୍‌ରେ କନ୍‌କ୍ଲେଭ୍ ଆୟୋଜନ କରାଯିବ

Proprietor Abhimanyu Maharana by Proprietor Abhimanyu Maharana
January 9, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବିଶ୍ୱ ସ୍ତରିୟ ପଦକ୍ଷେପ ପାଇଁ ଯୁବବର୍ଗଙ୍କୁ ନିୟୋଜିତ କରିବ ଧ୍ୱନି – ଚଳିତ ବର୍ଷ ଅନଲାଇନ୍‌ରେ କନ୍‌କ୍ଲେଭ୍ ଆୟୋଜନ କରାଯିବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଜାନୁଆରି ୧୧-୧୨ ତାରିଖରେ ଏକ ଯୁବ କନ୍‌କ୍ଲେଭ୍ ଧ୍ୱନି ଆୟୋଜନ କରାଯିବ । ଜାତୀୟ ଯୁବ ଦିବସ ଉପଲକ୍ଷେ ଆୟୋଜନ କରାଯାଉଥିବା ଧ୍ୱନିର ଚତୁର୍ଥ ସଂସ୍କରଣକୁ ଚଳିତ ବର୍ଷ ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜନ କରାଯିବ । ତିନି ବର୍ଷ ଭିତରେ ଧ୍ୱିନ ଏକ ବାର୍ଷିକ କାର୍ଯ୍ୟକ୍ରମରୁ ଆଗକୁ ବଢ଼ି ଯୁବବର୍ଗ ଏବଂ ସେମାନଙ୍କ ଅଭିଳାଷ ପାଇଁ ଏକ ମଂଚ ଭାବେ ଉଭା ହୋଇଛି । ଜାତିସଂଘର ଆନ୍ତର୍ଜାତିକ ଯୁବ ଦିବସ ବିଷୟବସ୍ତୁ କୈନ୍ଦ୍ରୀକ ଧ୍ୱନି ଯୁବବର୍ଗ ଙ୍କୁ ସେମାନଙ୍କ ଅଭିଳାଷ ପାଇଁ ନେଟ୍‌ୱର୍କ ଓ ସ୍ୱର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି କନକ୍ଲେଭ୍ ଅବସରରେ ଏହି କନକ୍ଲେଭ୍‌ରେ ଝାଡ଼ଖଣ୍ଡ ଓ ଓଡ଼ିଶା ଦୁଇ ରାଜ୍ୟର ୧୦୦୦ରୁ ଅଧିକ ଯୁବ ମସ୍ତିଷ୍କ ଏକତ୍ରୀତ ହେବେ । ବିଶିଷ୍ଟ ଚିନ୍ତାନାୟକ, ପରିବର୍ତନକାରୀ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କ ଭଳି ବିବିଧ ଆଭିମୁଖ୍ୟ ଯୋଡ଼ି ହେବେ ଏବଂ ସାମାଜିକ ପରିବର୍ତନ ପାଇଁ ସେମାନଙ୍କ ଚିନ୍ତାଧାରା ଏବଂ ପଦକ୍ଷେପ ଯୋଜନା ବାଂଟିବେ ।

ଜାତିସଂଘର ବିଷୟବସ୍ତୁ “ବିଶ୍ୱ ପଦକ୍ଷେପ ଲାଗି ଯୁବବର୍ଗଙ୍କ ନିୟୋଜନ” ଅନୁସାରେ ଆୟୋଜନ କରାଯାଉଥିବା ଧ୍ୱନିର ଉଦଘାଟନୀ ସମାରୋହରେ ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମଡି, ଟାଟା ଷ୍ଟିଲ ଉଦବୋଧନ ଦେବାକୁ ଥିବା ବେଳେ ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପ ସଭାପତି, କର୍ପୋରେଟ୍ ସେବା, ଟାଟା ଷ୍ଟିଲ୍ “ପ୍ରମୁଖ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ପ୍ରତିନିଧିତ୍ୱ କରିବା” ସମ୍ପର୍କରେ ସେମାନଙ୍କ ଆଭିମୁଖ୍ୟ ବାଂଟିବେ । ଏହି ଅଧିବେଶନରେ ଶିକ୍ଷା, ଜଳବାୟୁ ପଦକ୍ଷେପ, ଅର୍ଥନୈତିକ ବିକାଶ ଓ ଯୁବ ପ୍ରତିନିଧିତ୍ୱ ଭଳି କ୍ଷେତ୍ରରେ ଯୁବବର୍ଗଙ୍କ ନିୟୋଜନର ସବୁୁଠୁ ଉଲ୍ଲେଖନୀୟ ଉଦାହରଣ ବିଷୟରେ ଆଲୋଚନା ଓ ଆଲୋକପାତ କରାଯିବ । ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ଅର୍ଥପୂର୍ଣ୍ଣ ସଂପୃକ୍ତିରେ ଥିବା ସୁଯୋଗକୁ ଏହି କନକ୍ଲେଭ୍ ସନ୍ଧାନ କରିବା ସହ ଉପାନ୍ତ ଅଂଚଳର ଯୁବବର୍ଗଙ୍କ ସ୍ୱର ଓ ପରିବର୍ତନ ଆଣିବା ଲାଗି ସେମାନଙ୍କ ଅଭିଯାନକୁ ପ୍ରସାର କରିବ । କାର୍ଯ୍ୟକ୍ରମ ପୂର୍ବରୁ ଟିମ୍ ତରଫରୁ ଟାଟା ଷ୍ଟିଲ୍‌ର ପରିଚାଳନା ଅଂଚଳଗୁଡ଼ିକରେ ଅନୁଷ୍ଠିତ ଦଳଗତ ଆଲୋଚନା ସହିତ ନିର୍ଦିଷ୍ଟ ଦଳଗତ ଆଲୋଚନା ଆୟୋଜନ କରିବାର ଯାତ୍ରା ପ୍ରସ୍ତୁତ କରି ସତେଜ ସମସ୍ୟା ଗୁଡ଼ିକ ଉପରେ ସେମାନଙ୍କ ଭାବନା ବୁଝିବାକୁ ଉଦ୍ୟମ କରାଯିବ ଯେଉଁଥିପାଇଁ ନିର୍ଦିଷ୍ଟ ପ୍ରକାର ଆଲୋଚନାର ଆବଶ୍ୟକତା ରହିଛି ।

“ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏହାର କାର୍ଯ୍ୟକ୍ରମ ଜରିଆରେ ଯୁବପିଢ଼ି ଯେଉଁମାନେ ଆସନ୍ତାକାଲି ଭାରତର ନେତୃତ୍ୱ ନେବାକୁ ଯାଉଛନ୍ତି, ସେମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହ କାର୍ଯ୍ୟ କରିବାର ସୌଭାଗ୍ୟ ହାସଲ କରିଛନ୍ତି, ଯେଉଁମାନଙ୍କ ଆଭିମୁଖ୍ୟ ଏବଂ କାହାଣୀକୁ ଏବଂ ବୃହତ ମଂଚରେ ପହଂଚିବାର ଆବଶ୍ୟକତା ରହିଛି ।ଧ୍ୱନି ସେହି ମଂଚ ହେବାକୁ ଅଭିଳାଷ ରଖିଛି ଏବଂ ଯୁବବର୍ଗଙ୍କୁ ଏକ ବ୍ରିଜିଟାଲ୍‌ ପ୍ଲାଟଫର୍ମରେ ଏକ ଆଶ ସହ ଯୋଡ଼ିବାକୁ ଚାହୁଛି , ଯେଉଁମାନଙ୍କ ସାମାଜିକ ପରିବର୍ତନର ଅଭିଳାଷ ଏବଂ ବ୍ୟକ୍ତିଗତ ସଂକଳ୍ପର କାହାଣୀ ନୀତି ଏବଂ ବ୍ୟବସ୍ଥାରେ ଏକ ବୃହତ ଆଲୋଚନାରେ ପହଂଚିବା ଦରକାର ବୋଲି ଶ୍ରୀଯୁକ୍ତ ସୌରଭ ରାୟ, ମୁଖ୍ୟ, କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ, ଟାଟା ଷ୍ଟିଲ୍ କହିଛନ୍ତି ।’’ ବର୍ତମାନ ସୁଦ୍ଧା ଧ୍ୱନିରେ ଝାଡ଼ଖଣ୍ଡ ଓ ଓଡ଼ିଶାର ୧୫୦୦ରୁ ଅଧିକ ଯୁବପିଢ଼ି ଓ ସାରା ଭାରତର ଯୁବ ସମସ୍ୟା, ଯୁବ ପ୍ରତିଭାବାନ, ଶିକ୍ଷାବିତ, ବିକାଶ ପ୍ରାକ୍ଟିସନର, ଆଧ୍ୟାତ୍ମିକ ଶିକ୍ଷକ ଏବଂ ମାନବିକବିତ୍‌ମାନେ ଅଂଶଗ୍ରହଣ କରିବା ଦେଖିବାକୁ ମିଳୁଛି । ରୋଶନି ଫାଉଣ୍ଡେସନର ପ୍ରତିଷ୍ଠାତା ଓ ୨୦୧୬ର ଜାତୀୟ ଯୁବ ପୁରସ୍କାର ବିଜେତା ଶ୍ରୀଯୁକ୍ତ ପ୍ରବୀଣ ନିକମ ଓ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ଚକ୍ରବର୍ତୀ ସିଂହ ରାଠୋର ମଧ୍ୟ ଏହି ଦୁଇ ଦିନିଆ ଅନଲାଇନ କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ବକ୍ତାଙ୍କ ସହିତ ଯୁବପିଢ଼ିଙ୍କ ସହ ଆଲୋଚନା କରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version