କୃଷ୍ଣନଗର ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଲୋକର୍ପିତ କଲେ – ଜଳସମ୍ପଦ ମନ୍ତ୍ରୀ ଓ ରାଜନଗର ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ରାଜନଗର :- ରାଜନଗର ବ୍ଲକ୍ ଅନ୍ତର୍ଗତ ନବଗଠିତ କୃଷ୍ଣନଗର ଗ୍ରାମ ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଗୃହର ଲୋକାର୍ପଣ ଉତ୍ସବ ରେ ଉଦଘାଟକ ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଏବଂ ସମ୍ମାନିତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା , ମାନ୍ୟବର ବିଧାୟକ ରାଜନଗର ଶ୍ରୀଯୁକ୍ତ ଧ୍ରୁବ ସାହୁ ,

ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟରାମ ସେଠି , କେନ୍ଦ୍ରାପଡା ସାଂସଦ ଙ୍କ ରାଜନଗର ବ୍ଲକ୍ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ , ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୀତା ମାଇତି , ସମିତି ସଭ୍ୟା ଶ୍ରୀମତୀ ମାଳତୀ ହେମ୍ବ୍ରମ୍ ଯୋଗ ଦେଇଥିଲେ (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )