ରଣପୁର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସମସ୍ତ କରୋନା କଟକଣା ରେ – ଖୋଲିଲା ବିଦ୍ୟାଳୟ

ଓଡ଼ିଶା ତାଜା ନ୍ୟୁଜ୍ (୮ ଜାନୁଆରୀ ଶୁକ୍ରବାର ) ରଣପୁର :- ରଣପୁର ବିଦ୍ୟାଳୟରେ ସମସ୍ତ କରୋନା କଟକଣା ନିୟମକୁ ମନା ଯାଇଥିଲା l ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା, ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ତତ୍ଵାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ପ୍ରବେଶ କରିବା ସମୟରେ ସେମାନଙ୍କ ସ୍କ୍ରିନିଙ୍ଗ ଟେଷ୍ଟ,

ମାସ୍କ ପ୍ରଦାନ ସହ ହାତ ସାନିଟାଇଜର କରାଯାଇଥିଲା l ସାମାଜିଜ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଛାତ୍ରଛାତ୍ରୀମାନଙ୍କୁ ୮ ଟି ବିଭାଗ କରି ପାଠ ପଢା ଯାଇଥିଲା l