• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନବୀନ ବାବୁ ପଦାକୁ ଆସନ୍ତୁ; ଆଖି କାନ ଖୋଲନ୍ତୁ : ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁୁ – ଡି.ପୁରନ୍ଦେଶ୍ୱରୀ

Proprietor Abhimanyu Maharana by Proprietor Abhimanyu Maharana
January 7, 2021
in ଓଡ଼ିଶା, କଟକ, ମହାନଗର, ହୋମ୍
0
ନବୀନ ବାବୁ ପଦାକୁ ଆସନ୍ତୁ; ଆଖି କାନ ଖୋଲନ୍ତୁ : ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁୁ – ଡି.ପୁରନ୍ଦେଶ୍ୱରୀ
Share on FacebookShare on TwitterWhatsapp

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଓ ଦିବ୍ୟ ସିଂହ ବରାଳଙ୍କ ପରିବାରକୁ ସମବେଦନା ଜଣାଇଲେ ରାଜ୍ୟ ପ୍ରଭାରୀ ତଥା ସାଂସଦ : ଡି.ପୁରନ୍ଦେଶ୍ୱରୀ

1. ‘ଡାଇଙ୍ଗ ଡିକଲାରସେନ’ ଆଧାରରେ ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରୁ : ପ୍ରକାଶ ମିଶ୍ର 

2. ଓଡିଶାର ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ  ପ୍ରଧାନମନ୍ତ୍ରୀ

3. ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବାରୁ ବିଜେପି ନେତାଙ୍କୁ କରାଯାଇଛି ହତ୍ୟା 

4. ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ଚୁପ୍ କାହିଁକି ? 

5. କୁଳମଣି ବରାଳ ପରିବାରଙ୍କ ଆଖିର ଲୁହ ନବୀନ ବାବୁଙ୍କ ପାଇଁ ଅଭିଶାପ ପାଲଟିବ

6. ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ 

7. ରାଜ୍ୟ ପ୍ରଭାରୀଙ୍କ ସହ ରାଜ୍ୟ ସଭାପତି ଏବଂ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ

ଭୁବନେଶ୍ୱର :-  ମାହାଙ୍ଗା (ନୃତଙ୍ଗ) ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗାବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣିବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ବିଜେଡିଦଳର ଭ୍ରଷ୍ଟାଚାର ବିରୁଦ୍ଧରେ କୁଳମଣି ବରାଳ ସ୍ୱର ଉଠାଇଥିବାରୁ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଛି । ଏହା ପୂର୍ବରୁ ୧ ବର୍ଷ ତଳେ ସମାନ ଢଙ୍ଗରେ ବିକାଶ ଜେନାଙ୍କୁହତ୍ୟା କରାଯାଇଥିଲା । ମାହାଙ୍ଗାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ଆଇନମନ୍ତ୍ରୀପ୍ରତାପ ଜେନାଙ୍କ ପ୍ରରୋଚନାରେ ଶାସକ ଦଳର ଗୁଣ୍ଡା ମାନେ ବିରୋଧୀଙ୍କୁ ହତ୍ୟା କରୁଛନ୍ତି । ଦିବ୍ୟସିଂହବରାଳଙ୍କମୃତ୍ୟୁ ପୂର୍ବରୁ ସେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ନେଇଥିଲେ ଏବଂ ଏତଲା କପିରେ ମଧ୍ୟ ମନ୍ତ୍ରୀଙ୍କ ନାଁ ରହିଥିବାବେଳେପୋଲିସ କାହିଁକି ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁବୋଲି ରାଜ୍ୟ ପ୍ରଭାରୀ ତଥା ସାଂସଦଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ନୃତଙ୍ଗ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନବୀନ ବାବୁଙ୍କ ଶାସନରେ ଓଡିଶାର ଲୋକମାନେ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ନବୀନ ବାବୁ ପଦାକୁ ଆସନ୍ତୁ, ଆଖି କାନ ଖୋଲନ୍ତୁ,ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁୁୁ । ଶାସକ ଦଳ ନେତାଏବଂ ତାଙ୍କ ସଂପର୍କୀୟମାନେ ଦୁର୍ନୀତିରେ ବୁଡି ରହିଛନ୍ତି । ଖାଦ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇଙ୍କ ନାଁରେ ଜାଲିଆତି କରି ଚାଷୀଋଣ ଉଠାଇବା ଅଭିଯୋଗ ରହିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ଚୁପ୍ କାହିଁକି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ସାଢେ ୪ କୋଟି ଲୋକ ମୋ ପରିବାର । ସେହି ପରିବାରରେ କୁଳମଣି ବରାଳ, ଦିବ୍ୟସିଂହବରାଳ ଏବଂ ବିକାଶ ଜେନା ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାଁନ୍ତି ?ଲୋକମାନେ ନବୀନ ବାବୁଙ୍କୁ ଭୋଟ ଦେଇ ଶାସନ ଗାଦିରେ ବସାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦାୟୀତ୍ୱ ରହିଛି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା । ସାଧାରଣ ଲୋକଙ୍କୁ ନ୍ୟାୟ ନମିଳିଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ । କୁଳମଣି ବରାଳପରିବାରଙ୍କ ଆଖିର ଲୁହ ନବୀନ ବାବୁଙ୍କ ପାଇଁ ଅଭିଶାପ ପାଲଟିବ । ଏହି ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ । ଏଠି ସାଧାରଣ ଲୋକକୁ ନ୍ୟାୟ ମିଳିପାରୁନାହିଁ । ୫ ବର୍ଷର କୁନି ଝିଅ ପରୀକୁ ମଧ୍ୟ ରାଜ୍ୟ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟରେ ଶିଶୁ ନିଖୋଜ ଘଟଣା ବୃଦ୍ଧିହେବା ସହ ଅଙ୍ଗ ତସ୍କରୀ ଗ୍ୟାଙ୍ଗ ସକ୍ରିୟ ରହିଛି । ଏନସିଆରବି ରିପୋର୍ଟଅନୁସାରେ ଓଡିଶାରେମହିଳାଓ ଶିଶୁଙ୍କପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି । ଓଡିଶାରେ ଶିଶୁ ଚୋରୀର ରିକଭରି ରେଟ୍ ୧୪% ରହିଛି । ରାଜ୍ୟର ମା’ଭଉଣୀମାନେ ସମ୍ମାନ, ସୁରକ୍ଷା ଏବଂ ନ୍ୟାୟ ପାଇବାରୁ ବଂଚିତ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ଆସ୍ଥା ତୁଟିଗଲାଣି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ।

ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତଙ୍ଗ ଗ୍ରାମକୁ ଯାଇ କୁଳମଣି ବରାଳଏବଂ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ଆମେ ସେମାନଙ୍କ ପରିବାର ସହ ଅଛୁ । ଯେବେ ଯାଏଁ ମୃତକ ପରିବାର ଲୋକଙ୍କୁ ନ୍ୟାୟ ନମିଳିଛି ସେବେ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏତଲାରେ ଅନେକ ଅଭିଯୁକ୍ତଙ୍କ ନାଁ ରହିଛି । ମୃତ୍ୟୁ ପୂର୍ବରୁ ଦିବ୍ୟ ସିଂ ବରାଳଅନେକ ଜଣଙ୍କନାଁ କହିଛନ୍ତି । ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ‘ଡାଇଙ୍ଗ ଡିକଲାରସେନ’ରଅନେକ ଗୁରୁତ୍ୱରହିଛି । ଏହି ଆଧାରରେପୋଲିସ ତଦନ୍ତ କରିସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା କଥା ।

କିନ୍ତୁ ପୋଲିସ ଶାସକ ଦଳ ଚାପରେ ନିଷ୍କ୍ରିୟତା ଦେଖାଉଛି ।ଶାସକ ବିଜେଡି ଦଳର ଆନୁଗତ୍ୟପୋଲିସ ଅଫିସର ମାନଙ୍କୁବିଭିନ୍ନ ଥାନା ଗୁଡିକରେ ପୋଷ୍ଟିଂ କରାଯାଉଛି । ଏହା ଦ୍ୱାରା ପୋଲିସ ବ୍ୟବସ୍ଥା ଭୁଷୁଡିବା ସହ ଜନସାଧାରଣଙ୍କ ଆସ୍ଥା ହରାଉଛି ।ପୋଲିସ ପ୍ରଶାସନର ସ୍ୱଚ୍ଛତାସଂପୂର୍ଣ୍ଣ ଭାବେ କ୍ଷୁର୍ଣ୍ଣ ହୋଇଛି, ଯାହା ଅତ୍ୟନ୍ତ ଭୟଙ୍କର ।ବିଜେଡି ଦଳର ଆନୁଗତ୍ୟ ହୋଇ କାର୍ଯ୍ୟ ନକରିବାରୁ ମୋତେଚାକିରୀରୁ ବିଦା କରାଗଲା ବୋଲି ପୂର୍ବତନ ପୋଲିସ ଡିଜି ତଥା ବରିଷ୍ଠବିଜେପି ନେତା ଶ୍ରୀ ପ୍ରକାଶ ମିଶ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନମନ୍ତ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଓପ୍ରଭାତୀ ପରିଡା,ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ)ମାନସମହାନ୍ତି, ରାଜ୍ୟ ସାଧାରଣ ସଂପାଦକପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପ…ନାୟକ,ଜିଲ୍ଲା ସଭାପତି ପ୍ରକାଶ ବେହେରା,ଶାରଦା ପ୍ରଧାନ, ବିନୋଦଦାସ, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version