• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତୀୟ ଦୁଇଚକିଆ ଶିଳ୍ପରେ ଇତିହାସ ରଚିଲା ହୋଣ୍ଡା ଆକ୍ଟିଭା , ଗ୍ରାହକ ସଂଖ୍ୟା ୨.୫ କୋଟି ଟପିଲା

Proprietor Abhimanyu Maharana by Proprietor Abhimanyu Maharana
January 7, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଭାରତୀୟ ଦୁଇଚକିଆ ଶିଳ୍ପରେ ଇତିହାସ ରଚିଲା ହୋଣ୍ଡା ଆକ୍ଟିଭା , ଗ୍ରାହକ ସଂଖ୍ୟା ୨.୫ କୋଟି ଟପିଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ୱର :-  ଭାରତ ରେ ସର୍ବାଧିକ ବିକ୍ରି ହେଉଥିବା ସ୍କୁଟର ବ୍ରାଣ୍ଡ୍‌ ଆକ୍ଟିଭା ଦେଶର ପ୍ରଥମ ସ୍କୁଟର ଭାବେ ୨.୫ କୋଟି ଗ୍ରାହକ ମାଇଲଖୁଂଟ ହାସଲ କରି ଭାରତୀୟ ଦୁଇ ଚକିଆ ଶିଳ୍ପରେ ଇତିହାସ ସୃଷ୍ଟି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ୨୦ ବର୍ଷ ତଳେ ଭାରତରେ ସ୍କୁଟର ବଜାର ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ୨୦୦୧ରେ ପ୍ରଥମ ୧୦୨ ସିସି ଆକ୍ଟିଭା ଜରିଆରେ ହୋଣ୍ଡା ବଜାରରେ ପ୍ରବେଶ କରିଥିଲା ଏବଂ ଏହା ପରେ ଯାହା ହୋଇଛି ତାହା ହେଉଛି ଇତିହାସ । ବିଗତ ବର୍ଷଗୁଡ଼ିକରେ ହୋଣ୍ଡା ଆକ୍ଟିଭା ଅନେକ ମାଇଲଖୁଂଟ ହାସଲ କରିଛି ଏବଂ ସଦ୍ୟତମ ଉଲ୍ଲେଖନୀୟ ସଫଳତାକୁ ବିଏସ୍‌-୬ ରୂପରେ ହାସଲ କରିଛି । ପ୍ରତ୍ୟେକ ପିଢି ସହ ଭାରତର ପ୍ରେମ ଆକ୍ଟିଭା ପ୍ରତି ଆହୁରି ବଢି ଚାଲିଲା. ୨୦୦୧ରେ ବଜାରକୁ ଆସିବାର ତିନି ବର୍ଷ ପରେ ହୋଣ୍ଡା ଆକ୍ଟିଭା ୨୦୦୩-୦୪ ଅତୁଳନୀୟ ଅଗ୍ରଣୀ ଭାବେ ଉଭା ହୋଇଥିଲା । ପରବର୍ତୀ ଦୁଇ ବର୍ଷରେ ଏହା ୧୦ ଲକ୍ଷ ବିକ୍ରି ମାଇଲଖୁଂଟ ହାସଲ କରିଥିଲା । ନିଜ ସମୟ ଠାରୁ ଅଧିକ ପ୍ରଯୁକ୍ତି ବ୍ୟବହାର କରିଥିବା ଯୋଗୁଁ ୨୦୧୫ରେ ଆକ୍ଟିଭା ବ୍ରାଣ୍ଡ୍ ୧୫ ବର୍ଷ ଭିତରେ ୧ କୋଟି ବିକ୍ରି ମାଇଲଖୁଂଟ ହାସଲ କରିଛି । ସ୍କୁଟରର ଗ୍ରହଣୀୟତା ବଢ଼ିବା ସହିତ ଆକ୍ଟିଭା ବିକ୍ରି ତ୍ୱରାନ୍ୱିତ ହୋଇଥିଲା ଏବଂ ଭାରତୀୟ ପରିବାରର ଏହା ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିଲା । ଏହାର ଲୋକପ୍ରିୟତା ଏତେ ଅଧିକ ଯେ ତିନି ଗୁଣା ବେଗରେ ଆଗକୁ ବଢ଼ି ପାଂଚ ବର୍ଷ ଭିତରେ ଏହା ଆଉ ୧.୫ କୋଟି ଗ୍ରାହକ ଯୋଡ଼ିଛି । ଏହି ଐତିହାସିକ ମାଇଲଖୁଂଟ ସମ୍ପର୍କରେ ଶ୍ରୀଯୁକ୍ତ ଆତ୍‌ସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୨୦୦୧ରେ ଉନ୍ମୋଚନ ହେବା ପରଠାରୁ ୧୦୦-୧୧୦ ସିସି ଇଂଜିନ ହେଉ କିମ୍ବା ଅଧିକ ଶକ୍ତିଶାଳୀ ୧୨୫ ସିସି ଇଂଜିନ, ଆକ୍ଟିଭା ପରିବାରର ସଫଳତାର ରହସ୍ୟ ହେଉଛି ନେତୃତ୍ୱ ବଳରେ ଏହା ଗଠନ କରିଥିବା ବିଶ୍ୱାସ । ୨୦ ବର୍ଷ ଧରି ଆକ୍ଟିଭା ବୈଶୟିକ ଉଦ୍ଭାବନ କ୍ଷେତ୍ରରେ ଆଗରେ ରହିଛି, ଶିଳ୍ପର ନିୟମ ହେବାର ଦଶନ୍ଧୀ ପୂର୍ବରୁ ଆକ୍ଟିଭା ତାହା ହାସଲ କରିଛି ।

୨୦୦୧ରେ ହୋଣ୍ଡାର ପେଟେଂଟ୍ ଥିବା ଟଫ୍‌-ଅପ୍ ଟ୍ୟୁବ ହେଉ କିମ୍ବା କ୍ଳିକ୍ ବ୍ୟବସ୍ଥା, ୨୦୦୯ରେ ହୋଣ୍ଡାର କମ୍ବି ବ୍ରେକ୍ ସିଷ୍ଟମ, ୨୦୧୩ରେ ୧୦% ମାଇଲେଜ୍‌ ବଢ଼ାଇବା ହୋଣ୍ଡା ଇକୋ ପ୍ରଯୁକ୍ତି, ବିଏସ୍‌-୬ ଯୁଗରେ ବିଶ୍ୱର ପ୍ରଥମ ଟମ୍ବଲ ଫ୍ଲୋ କିମ୍ବା ସ୍କୁଟର ବର୍ଗରେ ଏଚଇଟି ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନର ଶକ୍ତି ଥିବା ଇଏସ୍‌ପି ବିପ୍ଳବ, ଆକ୍ଟିଭା ବ୍ରାଣ୍ଡ୍‌ର ପ୍ରତିଟି ପିଢ଼ିରେ ଉଦୀୟମମାନ ହୋଇଛି ଓ ବିପ୍ଳବ ଆଣିଛି ଏବଂ ଭାରତକୁ ଆଗକୁ ବଢ଼ାଇଛି । କିମ୍ବଦନ୍ତୀ ଆକ୍ଟିଭା ପାଇଁ ଭାରତର ଭଲ ପାଇବା ଜାରି ରହିଥିବାରୁ ଆମେ ବହୁତ ଖୁସି ।’’ ଏ ସଂପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଏକ ଦୁଇ ଚକିଆ ଯାନ ସୁବିଧା ଠାରୁ ଆଗକୁ ବଢ଼ି ସମାଜର ଆତା୍ମ ସହିତ ଜଡ଼ିତ ହୋଇ ଆବେଗ ସୃଷ୍ଟି କରିବା ବହୁତ ବିରଳ ଯାହା ଆକ୍ଟିଭା କରିପାରିଛି । ଏହି ସମୟ ଭିତରେ ଆମ ପାଇଁ ବହୁତ କିଛି ପରିବର୍ତନ ଘଟିଛି କିନ୍ତୁ ଭାରତୀୟ ପରିବାର ଲାଗି ଆକ୍ଟିଭା ପ୍ରଥମ ପ୍ରେମ ହୋଇ ରହିଛି । ପଛ ପଟେ ବସି ଯାତ୍ରା କରୁଥିବା ଛୋଟ ପିଲାମାନେ ପ୍ରଥମ ଗାଡ଼ି ଚାଳକରେ ପରିଣତ ହେବା ଏବଂ ପ୍ରଥମ ଥରର ସଶକ୍ତ ମହିଳା ଚାଳକମାନେ ଜେଜେ ମା’ କିମ୍ବା ଆଇ ହେବା ପର୍ଯ୍ୟନ୍ତ ହୋଣ୍ଡା ବହୁତ ଗର୍ବିତ ଯେ ଆକ୍ଟିଭା ଏହି ଶ୍ରେଷ୍ଠ ଦେଶର ଅଂଶ ହୋଇ ରହିଛି । ଆମର ଅନେକ ଗ୍ରାହକ ଆକ୍ଟିଭାର ପ୍ରତିଟି ପିଢ଼ିରେ ସ୍ମୃତି ବର୍ଷା କରିଛନ୍ତି । ଆପଣଙ୍କ ନିତିିଦିନିଆ ଗାଡ଼ି ଚାଳନା ପାଇଁ ଆକ୍ଟିଭାକୁ ସ୍ୱର୍ଣ୍ଣ ମାନର କରିଥିବାରୁ ଭାରତକୁ ୨.୫ କୋଟିରୁ ଅଧିକ ଥର ଧନ୍ୟବାଦ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

Vizag Jagannath Temple Celebrates Car Festival with Grandeur

July 18, 2026

Recent News

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ

July 18, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

Vizag Jagannath Temple Celebrates Car Festival with Grandeur

July 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

Navi Mumbai’s Kharghar Jagannath Temple Hosts Rath Yatra

July 18, 2026
ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

July 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version