No Result
View All Result
ଭାରତୀୟ ଜନତା ପାର୍ଟି ଆଣୁଥିବା ସମସ୍ତ ଅଭିଯୋଗ କୁ ଭିତ୍ତିହୀନ ଏବଂ କେବଳ ରାଜନୈତିକ ଲାଭ ଉଠାଇବା ପାଇଁ ସମ୍ପୂର୍ଣ୍ଣ ସତ୍ୟ ସାମ୍ନା କୁ ଆସିଲା ପରେ ଏହି ନିର୍ଦ୍ଦିଷ୍ଟ ଦଳର ହୀନ ପ୍ରଚେଷ୍ଟା ଧୂଳିସାତ ହେବ ।

ଓଡ଼ିଶା ତାଜା ନ୍ୟୁଜ (୫ ଜାନୁଆରୀ ମଙ୍ଗଳବାର) ଭୁବନେଶ୍ୱର,ମାହାଙ୍ଗା :- ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠି, ଅରବିନ୍ଦ ଖଟୁଆ, କ୍ଷିତୀଶ ଆଚାର୍ଯ୍ୟ, ଲଳିତ ମୋହନ ବରାଳ ଙ୍କୁ ପୋଲିସ ଯାଜପୁର, ଭୁବନେଶ୍ୱର, ମାହାଙ୍ଗା, ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିବା ସହ ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ବାଇକ ଓ ମୋବାଇଲ ଜବତ କରିବା ସହ ଗତ 27 ତାରିଖ ଗଣ୍ଡଗୋଳ ଓ ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କଟକ ଏସପି ବି ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ତୁରନ୍ତ ହତ୍ୟାରେ ଅନ୍ୟ ଅଭିଯୁକ୍ତ କୁ ଧରାଯିବ ବୋଲି କହିଛନ୍ତି,

ପୋଲିସ ମୁଖ୍ୟ ଅଭିଯୁକ୍ତକୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ କିପରି କୁଳମଣୀକୁ ହତ୍ୟା କରାଯାଇଥିଲା ତାହାର ଡେମୋ ଦେଖାଇଥିଲା, ଏଥିସହ ହତ୍ୟା କାଣ୍ଡରେ ବ୍ୟବହୃତ ତିନିଫୁଟ ଲମ୍ବର ଖଣ୍ଡା ଶୁକ ନଦୀ ବନ୍ଧ ବେଣା ବୁଦା ମଧ୍ୟରୁ ଅଭିଯୁକ୍ତ ଦ୍ୱାରା ଜବତ କରିଛି, କିପରି ହତ୍ୟା କାଣ୍ଡ ସ୍ଥଳରେ ଇଲେକ୍ଟ୍ରି ଷ୍ଟ୍ରିଟ light ତାର କାଟିଲା ଏବଂ କୋଉଠି ଲୁଚିଥିଲା ଏବଂ କେମିତି ଖଣ୍ଡାରେ ଆକ୍ରମଣ କରିଛି ସବୁକିଛି ଡେମୋରେ ଦେଖାଇଛି

ମାହାଙ୍ଗାରେ ହୀନ ରାଜନୀତି କରୁଛି ବିଜେପି, ହତ୍ୟାର ଶିକାର ହୋଇଥିବା ବିଜେପି ନେତାଙ୍କ ରାଜନୀତି କ୍ୟାରିଅର ମଧ୍ୟରେ ତାଙ୍କ ନାମରେ ବହୁ ଅପରାଧୀ ମୁଳକ ମାମଲା ଥାନା ଠାରୁ ଆରମ୍ଭ କରି କୋର୍ଟ ରେ ଥିବା ସାଧାରଣରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି, ବିଜେପି ଏହି ବିଷୟରେ ଟିକେ ତର୍ଜମା କରିବା ଦରକାର କି ସେମାନେ କେତେ ଠିକ ଅଛନ୍ତି, ଉଭୟ ଗୋଷ୍ଠିଙ୍କ ନାମରେ ଚାରି ଡଜନରୁ ଅଧିକ ମାମଲା ରହିଥିବା ଲୋକେ ଆଲୋଚନା କରିଲେନି
No Result
View All Result