No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଜାନୁଆରୀ ସୋମବାର) ନୟାଗଡ଼ :- କରୋନା ଯୁଦ୍ଧରେ ହାରି ଯାଇଥିବା ନୟାଗଡ଼ ଜିଲ୍ଲାର ଦୁଇ କରୋନା ଯୋଦ୍ଧା ଏଏସଆଇ ଆର.କେ କବି ଏବଂ କନଷ୍ଟେବଳ ସନ୍ତୋଷ ବେହେରାଙ୍କ ପରିବାରକୁ,
ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ଅବସରରେ, ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଏବଂ ଏସ୍ପି ସିଦ୍ଧାର୍ଥ କଟାରିଆ
No Result
View All Result