No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଶ୍ରୀଯୁକ୍ତ ଭୁବନେଶ୍ୱର ପଧାନ କଟକ ଜିଲ୍ଲା ଅନ୍ତର୍ଗତ ପ୍ରସିଦ୍ଧ ଧବଳଶ୍ବର ଶୈବ ପୀଠ ନିକଟରେ ହେବାକୁଯାଉଥିବା ଏକ ବୃଦ୍ଧାଶ୍ରମ ପରିସରରେ ବୃକ୍ଷରୋପଣ କରିବା ସହିତ ଯାତ୍ରାର ସଂଳାପ କହି ମନୋରଞ୍ଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଡାକ୍ତର ଦେବାଶିଷ ଜେଠୀ, ଚାଟାର୍ଡ ଆକାଉଣ୍ଟଟାଣ୍ଟ ଶ୍ରୀଯୁକ୍ତ ଗୌର, ପ୍ରଯୋଜକ ଶ୍ରୀଯୁକ୍ତ ହରିଶ ମହାନ୍ତି, ବ୍ଯଙ୍ଗକବି ଡକ୍ଟର ଧର୍ମଛଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ସୁକାନ୍ତ ମହାନ୍ତି ଏବଂ ଶ୍ରୀଯୁକ୍ତ ଜୟନାରାୟଣ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
No Result
View All Result