ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) କଟକ/ମାହାଙ୍ଗା :-ମାହାଙ୍ଗା ଥାନା ନୃତାଙ୍ଗ ପଂଚାୟତ ଯଂକୋଟି ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ନୃତାଙ୍ଗ ଗ୍ରାମର ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଵାରୀ କୁଳମଣି ବରାଳ ଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି, ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ଦିବ୍ୟ ସିଂ ବରାଳ ଙ୍କୁ ଆକ୍ରମଣ କରିବା ଦ୍ୱାରା ସେ ଗୁରୁତର ହୋଇ କଟକ ବଡ ମେଡିକାଲ କୁ ସ୍ଥାନାଂତର ହୋଇଥିବା ଜଣା ଯାଇଛି,