ଭୁବଶ୍ୱେର (ଓଡିଶା ତାଜା ନିଉଜ୍) ଭୁବଶ୍ୱେର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୈନିକ ଖବର କାଗଜ ‘ସମାଜ’ର ଶତବାର୍ଷିକ ସାଂସ୍କୃତିକ ସମାରୋହରେ ଯୋଗ ଦେଇ ମୁଁ ଖୁସି । ଓଡ଼ିଶା ହେଉଛି କଳାର ଦେଶ । ପ୍ରତ୍ୟେକ ଓଡ଼ିଆ କଳାର ପୂଜାରୀ ।
ଆମ ମାଟି ଓ ପବନରେ ଭରି ରହିଛି ସଂସ୍କୃତିର ଝଲକ । ପରମପୂଜ୍ୟ ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି ଓଡ଼ିଶାର କଳା, ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ‘ସମାଜ’ର ଉଦ୍ୟମ ପ୍ରଶଂସନୀୟ ।