No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ରାୟଗଡ :- ରାୟଗଡ ଗଜପତି ବିଶ୍ଵହିନ୍ଦୁ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନମାନଙ୍କରେ ଗୀତାଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l କୁରୁଗୁଵା,ଡମ୍ବାଳ,ଗାଲଗଣ୍ଡା,ଡିମିରିସାହି,ପ୍ରମୁଖ କେନ୍ଦ୍ରଗ୍ରାମମାନଙ୍କରେ କୋଭିଡି ନିୟମନୁ ଯାଇ ଉଛବ ପାଳିତ ହୋଇଯାଇଛି l
ବିଶ୍ବହିନ୍ଦୁପରିଷଦ,ଲାବଣ୍ୟ ଶବର, ଆର ଏସ ଏସ ର ଅଶୋକ ରଣଜିତ,ନାରାୟଣ ରଇତ,ଶ୍ୟାମ ସୁନ୍ଦର ଶବର,ଗୋୖରାଙ୍ଗ ରାଇକା,ପ୍ରମୁଖଙ୍କ ଉକ୍ତ ଉଛବରେ ଅଂଶଗ୍ରହଣ କରିଥିଲେ l ଗୀତାଜୟନ୍ତୀ କାର୍ଯ୍ୟକ୍ରମରେ ସାରଙ୍ଗ ଶବର,ପଣ୍ଡା ମଣ୍ଡଳ,ଶ୍ୟାମ ଭାଇ,ସହଯୋଗରେ ହୋଇଥିଲା l (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )
No Result
View All Result