No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ପଦ୍ମପୁର :- ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ଚାଲିଛି ଚାଷୀ ବୀମା ନାଁରେ ହଜାର ହଜାର ଟଙ୍କା ଆଦାୟ । ଚାଷୀଙ୍କୁ ଭୁଆଁ ଭୁଲାଇ ତୁମକୁ ଲକ୍ଷ ଲକ୍ଷ ଟଙ୍କା ମିଳିବ କହି ପ୍ରତ୍ଯେକ ଚାଷୀଙ୍କ ଘରକୁ ଘର ଯାଇ ଏକ ହଜାର ଟଙ୍କା ଲେଖାଏଁ ଚାନ୍ଦା ମଗା ଯାଉଥିବାରୁ ସୂଚନା ମିଳିଛି । କିଛି ନିର୍ଦ୍ଦିଷ୍ଟ ବ୍ଯକ୍ତି ବସି ବ୍ଯକ୍ତିଗତ ଭାବରେ ଆଲୋଚନା କରି ଚାଷୀଙ୍କୁ ଠକା ଚାଲିଛି ।
ତେବେ ନିଉଜ ମାଧ୍ୟମରେ ଚାଷୀଙ୍କୁ ସତର୍କ କରାଯାଉଛି ଓ ବୁଡେନ ପୁଲିସ,ପଦ୍ମପୁର ଉପଖଣ୍ତ ପୁଲିସ ଅଧିକାରୀ,ଉପ ଜିଲ୍ଲାପାଳ,ବରଗଡ଼ ଜିଲ୍ଲାପାଳ ଏହାର ତଦନ୍ତ କରି ଏହି ଠକ ଚାଷୀ ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result