• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୋକଙ୍କ ସମର୍ଥନ,ଆଗ୍ରହରେ ଏବେ ବି ବଞ୍ଚି ରହିଛି ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡାସ୍ବର ସ୍ଫୋଟିଂ ଓ ବଲାଙ୍ଗୀର ଭେଟାଭେଟି

Proprietor Abhimanyu Maharana by Proprietor Abhimanyu Maharana
December 24, 2020
in ଓଡ଼ିଶା, କ୍ରୀଡ଼ା, ଖେଳ, ବରଗଡ଼, ହୋମ୍
0
ଲୋକଙ୍କ ସମର୍ଥନ,ଆଗ୍ରହରେ ଏବେ ବି ବଞ୍ଚି ରହିଛି ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡାସ୍ବର ସ୍ଫୋଟିଂ ଓ ବଲାଙ୍ଗୀର ଭେଟାଭେଟି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର ୨୦୨୦, ଗୁରୁବାର ) ପଦ୍ମପୁର :- ବରଗଡ଼ ଜିଲ୍ଳା ପାଇକମାଳ ବ୍ଳକ ଛିନ୍ଦେଇକେଲା ଗ୍ରାମ ଲୋକସଂଖ୍ୟା ପାଖାପାଖି ୨୦୦୦. ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରର ଅବସ୍ଥିତ। ଛିନ୍ଦେଇକେଲାକୁ କିଏ ନ ଜାଣେ, ଛୋଟ ଛୋଟ ଗାଁ, ଜିଲ୍ଳା,ରାଜ୍ୟର କ୍ରୀଡ଼ାପ୍ରେମୀ। ପ୍ରତିବର୍ଷ ଡିସେମ୍ବର ୨୪ ତାରିଖ ଆରମ୍ଭ ୭ ଦିନିଆ କ୍ରିକେଟ ମହାସମର ପର୍ବ। ଶହ ଶହ କ୍ରିଡାପ୍ରେମୀ ବେଶ ଉପଭୋଗ କରନ୍ତି । ୧୯୯୪ ମସିହା ତଳର କଥା,ସେହି ସମୟରେ ପଦ୍ମପୁର ବୋରାସମ୍ବର କପ ଆରମ୍ଭ ହୋଇଥାଏ।ଯଦିଓ ଗାଁ ଯୁବକ କ୍ରିକେଟ ଖେଳୁଥିଲେ ସେମାନଙ୍କ ମନରେ ଆଗ୍ରହ ହେଲା ଟୁର୍ଣ୍ଣାମେଣ୍ଟ କରିବା ପାଇଁ କିଛି ବରିଷ୍ଠ ସଭ୍ୟ ରମେଶ ସାହୁ, ପ୍ରଶାନ୍ତ କୁମାର ସାହୁ, ରୋହିତ ସାହୁ, ପତିତପାବନ ସାହୁ, ପ୍ରମୋଦ ସାହୁ,ହେମସାଗର ସାହୁ, ସୁଶାନ୍ତ ସାହୁ, ବିଭୁତି ସାହୁ, ଆନନ୍ଦ ସାହୁ ଆଲୋଚନା କରି ୧୯୯୪ ମସିହାରୁ ଛୋଟିଆ ଭାବରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କଲେ ।

ଏଥିରେ ଆଖପାଖ ଆଞ୍ଚଳିକ ଦଳ ଗୁଡିକ ଅଂଶଗ୍ରହଣ କରିଥିଲେ। ଯାହା ଲାଲ ବଲ ଖେଳାଯାଉଥିଲା । ଏହିପରି କିଛି ବର୍ଷ ଆଞ୍ଚଳିକ ଦଳ ଅଂଶଗ୍ରହଣ କଲାବେଳେ ଧିରେ ଧିରେ ପଦ୍ମପୁର, ପାଟଣାଗଡ଼, କଣ୍ଟାବାଞ୍ଜି ଇତ୍ୟାଦି ସହରାଞ୍ଚଳକୁ ନେଇ ଆୟୋଜନ କରାଗଲା ଛିନ୍ଦେଇକେଲା କପ । ଏହି ଟୁର୍ଣ୍ଣାମେଣ୍ଟକୁ ଆଗକୁ ବଢାଇବା ପାଇଁ କିଛି ଉପଦେଷ୍ଟା ଶତ୍ରୁଘନ ଭୋଇ, ସହଦେବ ରଣା , ରାମଚନ୍ଦ୍ର ସାହୁ ଗାଁ କ୍ରିକେଟ ପିଲାଙ୍କୁ ଉତ୍ସାହ ନେଇ ୧୫ ବର୍ଷ ପରେ ଅର୍ଥାତ୍ ୨୦୧୦ ମସିହାରୁ ଅପ୍ରତ୍ୟାଶିତ ଭାବରେ ପ୍ରଶାନ୍ତ କୁମାର ସାହୁ କ୍ଳବ ଦାୟିତ୍ଵ ଦିଆଗଲା। ତାଙ୍କ ମନରେ ଜାଗ୍ରତ,ଉତ୍ସାହ ବଳରେ ଡ୍ୟୁଜ୍ ବଳରେ ଆୟୋଜନ କରିବା ପାଇଁ ଖେଳାଳି, ଉପଦେଷ୍ଟା, ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନ ଚାଲିଲା ଡ୍ୟୁଚ୍ ବଲ ଟୁର୍ଣ୍ଣାମେଣ୍ଟ । ଏହା ପରେ ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଟକ, ଭୁବନେଶ୍ୱର ଦଳ ଅଂଶଗ୍ରହଣ କରିବସିଲେ ।

ଏ ଅଞ୍ଚଳର କ୍ରିଡାପ୍ରେମୀ, ଖେଳାଳି, ଭଦ୍ରବ୍ୟକ୍ତିଙ୍କ ପ୍ରବଳ ଜନ ସମର୍ଥନ ବଳଲେ ଆଗେଇ ଆସି ସର୍ବଭାରତୀୟ ସ୍ତରରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଗଲା। ଏଥିରେ ରାଜ୍ୟ ବାହାରୁ ରାୟପୁର, ରାଞ୍ଚି, ନାଗପୁର, ବିଲାସପୁର,ଦୁର୍ଗ ,ଦିଲ୍ଳୀ , ଜାମସେଦପୁର, ଚକ୍ରଧରପୁର, କାକିନାଡ଼ା ବଛା ବଛା ଦଳ ଅଂଶଗ୍ରହଣ କରି ଛିନ୍ଦେଇକେଲା ମାଟି ତଥା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଖେଲିଯାଇଛନ୍ତି । ଗତ ବର୍ଷ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସିଲଭର ଜୁବିଲି ପାଳନ କରିଥିଲେ। ଲାଳମନି କପ,ବୋଡାସମ୍ବର କପ,ଓ୍ବାଏମସି କପ, ବାମଣ୍ଡା କପ ଭଳି ଅନେକ ପ୍ରତିଯୋଗିତା ଓଡ଼ିଶାରେ ହେଉଥିବା କିନ୍ତୁ ଏସବୁ ସହରାଞ୍ଚଳରେ ହେଉଥିବା ବେଲେ ଛିନ୍ଦେଇକେଲା କପ ଏକ ମାତ୍ର ପ୍ରତିଯୋଗିତା ଯାହା ଏକ ଗ୍ରାମାଞ୍ଚଳରେ ସର୍ବଭାରତୀୟ ସ୍ତରରେ ଆୟୋଜିତ ହେଉଥିବା ତାହା ପୁଣି ବିନା କୌଣସି ପ୍ରାୟୋଜକ କି ବିନା କୌଣସି ସରକାରୀ ପ୍ରୋତ୍ସାହନରେ । ଏହି ଅଞ୍ଚଳର ଅଞ୍ଚଳବାସୀଙ୍କ ଅନୁଦାନ ସମର୍ଥନ ଭାଇଚାରାରେ ଆୟୋଜିତ ହେଉଛି ସର୍ବଭାରତୀୟ ସ୍ତରରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏ ଅଞ୍ଚଳର କ୍ରିଡ଼ା ବିକାଶ ନେଇ ଓଡ଼ିଶା ସରକାରଙ୍କ କ୍ରିଡା ମନ୍ତ୍ରାଣାଳୟ ତରଫରୁ ଏଠାରେ ମିନିଷ୍ଟାଡିୟମ ନିର୍ମାଣ ହୋଇଛି ।

ଏହି ପଡିଆକୁ ମଖନାମୁଣ୍ଡା ଗାଁର ଗୌନ୍ତିଆ ସ୍ବଗର୍ତ ଚନ୍ଦ୍ରଶେଖର ମଲ୍ଲିକ ଏ ଅଞ୍ଚଳର ଶିକ୍ଷା ଓ କ୍ରିଡ଼ାର ବିକାଶ ନିମନ୍ତେ ୭ ଏକର ଜମି ଦାନ କରିଥିଲେ। ତାଙ୍କ ନାମ ଅନୁସାରେ ଏହି ଷ୍ଟାଡିୟମର ନାମ ଚନ୍ଦ୍ରଶେଖର ମିନି ଷ୍ଟାଡିୟମ ନାମରେ ନାମିତ କରାଯାଇଛି। ଆଜି ସେହି ଷ୍ଟାଡିୟମରେ ୨୬ ତମ ଛିନ୍ଦେଇକଲା କପ ଉଦଘାଟିତ ହେବ । ଏବବର୍ଷ କୋଭିଡ-୧୯ କଟକଣା ଯୋଗୁଁ ସର୍ବଭାରତୀୟ ସ୍ତରରେ ଆୟୋଜିତ ନହୋଇ ଅନ୍ତ-ଜିଲ୍ଳାସ୍ତରୀୟ ଟୁର୍ଣ୍ଣାମେଣ୍ଟ ହେବ ।ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ଫାଇନାଲ ମ୍ୟାଚରେ ଅନୁଷ୍ଠିତ ହେବ ।ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡାସ୍ବର ସ୍ଫୋଟିଂ ବଲାଙ୍ଗୀରକୁ ଭେଟୁଥିବା ବେଲେ ପ୍ରତ୍ୟେକ ମ୍ୟାଚ ସକାଳ ୧୦.୩୦ ଆରମ୍ଭ ହୋଇ ସନ୍ଧ୍ୟା ୪.୩୦ ଶୁଦ୍ଧା ଶେଷ ହେବ ବୋଲି ଆୟୋଜକ ସଭାପତି ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।(ବରଗଡ଼ ଜିଲ୍ଳା ପଦ୍ମପୁର ରିପୋର୍ଟ /ନିରୋଜ କୁମାର ପାଣୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version