No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ନୟାଗଡ଼ ଜିଲ୍ଲା – ତେବେ ଗୋଟିଏ ହତ୍ୟା – ଧର୍ଷଣ ମାମଲାକୁ ରାଜନୈତିକ ରୂପ ଦେଇ ହଟଚମକ କରିବା ଓ ଅନେକଙ୍କୁ ନିନ୍ଦିତ କରିବାର ଏ ଯେଉଁ ନାଟକ ଚାଲିଛି ସେଥିରେ ଯବନିକା ପଡ଼ିଲା ବୋଲି ଭାବିବାକୁ ହେବ। ପରୀକୁ ନ୍ୟାୟ ମିଳିଲା ବା ମିଳିବାକୁ ଯାଉଛି ବୋଲି ଆମେ ଗ୍ରହଣ କରିପାରିବା ।
ତେବେ ଏହାର ଶିକାର ହୋଇଥିବା, ମାନ ହରେଇଥିବା, ଅବସାଦରେ ଥିବା ବ୍ୟକ୍ତି, ନେତା, ଅଧିକାରୀ ଓ ପରିବାରକୁ କେମିତି ନ୍ୟାୟ ମିଳିବ…? ଏ ନାଟକର ସଇସ ସାଜିଥିବା ସୁନ୍ଦର ମୁହଁମାନଙ୍କ ଉହାଡ଼ରୁ ବିଭତ୍ସ ଚେହେରାକୁ କିଏ ସାମନାକୁ ଆଣିବ…?
UP ରେ ଧର୍ଶଣକାରୀ କୂଲଦୀପ ସେନେଗାର ସମର୍ଥନରେ BJP ରାଲି ବାହାର କରିଥିଲା । ଜାମ୍ମୁରେ କାଠୁଆ ଧର୍ଷଣକାରୀ ପାଇଁ BJP ରାଲି ବାହାର କରିଥିଲା । ଓଡ଼ିଶାରେ ଧର୍ଶଣକାରୀ ସରୋଜ ସେଠି ପାଇଁ ରାଲି ବାହାର କରିଛି । ସବୁ ରାଜ୍ୟରେ ସମାନ ଚରିତ୍ର । କାରଣ BJP ALL INDIA PARTY
No Result
View All Result