ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ନୟାଗଡ଼ ଜିଲ୍ଲା – ପୋଖରୀ ରୁ ମିଳିଲା ପରୀ ର ଲେଗିନ୍ସ ପ୍ୟାଣ୍ଟ । ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ର ଆଉ ଏକ ପ୍ରମାଣ ମିଳିଲା ଅଭିଯୁକ୍ତ ଙ୍କ ବିରୋଧ ରେ । ଗତ ରାତି ରେ ଅଭିଯୁକ୍ତ ଙ୍କ ଘର ର ପଛପଟେ ଥିବା ପୋଖରୀ ରୁ ପରୀ ର ଲେଗିଂସ୍ ପ୍ୟାଣ୍ଟ ମିଳିଥିବା ସୂଚନା ମିଳିଛି ।














