ପୁରାତନ ଲୋକ କଳା ଘୋଡ଼ା ନୃତ୍ୟ , ଧୁଡୁକି ନୃତ୍ୟ , ଦାସକାଠିଆ , ପାଲା , ରାମଲୀଳା , ଧିରେ ଧିରେ ବନ୍ଦ ହୋଇ ଗଲାଣି । ଏହି କଳାକୁ ବଞ୍ଚାଇ ରଖିବା ପାଇଁ ପାଇଁ ସମର୍ପଣ କଳାପରିଷଦ ଦୀର୍ଘ ଦଶ ବର୍ଷ ଧରି ଉଦ୍ୟମ ଜାରି ରଖିଛି । ନୂତନ ପିଢ଼ି ଙ୍କୁ ଉସ୍ଚାହିତ କରିବା ପାଇଁ ସବୁ ବେଳେ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ । ଶେଷରେ ସାମ୍ବାଦିକ ଅମୂଲ୍ୟ କୁମାର ବାରିକ ଏବଂ ସାମ୍ବାଦିକ ଅଜୟ କୁମାର ପାତ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )© 2023 Odisha Taza News.