ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) କଳାହାଣ୍ଡି : –କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ସେବାକାରୀ କିନ୍ନର ସଂଘ ପକ୍ଷରୁ ସର୍ଗିଗୁଡା ପଞ୍ଚାୟତ ନର୍ଲାରୋଡ ଶିବ ମନ୍ଦିର ପଡ଼ାରେ ରହୁଥିବା ଭିକାରୀ ଓ ଗରିବ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ,ରାସନ୍ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ସଂଘର ସଭାପତି କାମିନୀ କିନ୍ନର,














