କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କ ଅଫିସ ସମ୍ମୁଖରେ ମୃତ ରଶ୍ମିତା ସ୍ୱାଇଁ ଙ୍କୁ ନ୍ୟାୟ ଦାବିରେ ତାଙ୍କର ବୃଦ୍ଧା ମାଆ ପରିବାର ସମସ୍ତ ସଦସ୍ୟ ମାନେ ବସିରହିଛନ୍ତି – ଧାରଣାରେ

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) କେନ୍ଦ୍ରାପଡ଼ା :- କାରଣ ଗୋଟିଏ ଝିଅ ର ମାସ ମାସ ଧରି ମୃତ ଘଟଣା ଟିକୁ ପୋଲିସ ସମ୍ପୂର୍ଣ ଭାବେ ଶୁଣୁ ନାହିଁ, ତେବେ ଏକ ପ୍ରକାର ପୋଲିସ ଅଭିଯୁକ୍ତ ଅସାମୀମାନକୁ ଆଦୌ ଚେଷ୍ଟା ମଧ୍ୟ କରୁନାହିଁ, କାରଣ ସେମାନେ ହେଲେ ଶାସକ ଦଳର ବୋଲି କୁହାଯାଉଛି,ତେବେ ଅନେକ ଥର ମୃତ ରଶ୍ମିତା ପରିବାର ଲୋକେ ଏସପି କେନ୍ଦ୍ରାପଡ଼ା, ଜିଲ୍ଲାପାଳ କେନ୍ଦ୍ରାପଡ଼ା,

ବିଭିନ୍ନ ଗଣମାଧ୍ୟମ ମାନଙ୍କ ଶିରୋନାମାରେ ଚର୍ଚ୍ଚିତ ହୋଇଥିଲେ, ମଧ୍ୟ କୌଣସି ସୁଫଳ ମିଳୁପାରୁନାହିଁ,ଅନ୍ୟ ପଟେ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅଂଶୁମାନ ମହାନ୍ତି, ଉକ୍ତ ଧାରଣା ପାଖରେ ପହଁଚି ମୃତ ରଶ୍ମିତା ଙ୍କ ପରିବାର ବର୍ଗ ଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)