ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ମହିଳା ଆର ଆଇ ଅନିତା ତରାଇ

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) କେନ୍ଦ୍ରାପଡ଼ା :- ରାଜକନିକା ବ୍ଲକ ଅଧିନସ୍ଥ ବରାଡିଆ ରାଜସ୍ୱ ଆରକ୍ଷୀ କାର୍ଯ୍ୟାଳୟ ବରାଡିଆ ର ଆର ଆଇ ଅନିତା ତରାଇ ମାଡାମ ଙ୍କ ଦରମା ଯେତିକି ପ୍ରତ୍ୟେକ କାର୍ଯ୍ୟ ଉପରେ ନ ନେଲେ ଜନ ସାଧାରଣ ଙ୍କ କାର୍ଯ୍ୟ ରେ ହାତ ଲଗାନ୍ତିନାହଁ, ଘଟଣା ଟି ଘଟିଛି ରାଜକନିକା ବ୍ଲକ ର ବାରଡ଼ିଆ ଆର ଆଇ ଅନିତା ମାଡାମ କିଛି ସରକାରୀ କାଗଜ ପତ୍ର ପାଇଁ ପାଞ୍ଚ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡିଯାଇଛନ୍ତି, ତେବେ ଅବିଳମ୍ବେ ଭିଜିଲାନ୍ସ ମାଡାମକୁ ଗିରଫ କରି କଟକ ଭିଜିଲାନ୍ସ କୋଟରେ ହାଜର କରାଯିବ ବୋଲି ନେଇଯାଥିଲେ,

ତେବେ ଯାହା ଜନସାଧାରଣ ରେ ଖବର ପ୍ରଚାର ପ୍ରସାରିତ ହେଉଛି, ଏହା ଏକ ପ୍ରାୟୋଜିତ ସ୍ୱତନ୍ତ୍ର ଯୋଜନା ବଦ୍ଧକ କାର୍ଯ୍ୟକ୍ରମ ବୋଲି ସ୍ଥାନୀୟ ଅଂଚଳ ରେ ଜୋର ଦାର ଚର୍ଚ୍ଚା ଚାଲିଛି, ଅନ୍ୟ ପଟେ ପୁଣି ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ମାନଙ୍କ ଆଡୁ କଥା ଆସୁଛି କି କାହିଁକି ବିଡିଓ, ପୋଲିସ, ମାନଙ୍କ ଉପରେ ଯଦି ଭିଜିଲାନ୍ସ ବିଭାଗିୟ ଅଧିକାରୀ ମାନେ ଚଢ଼ାଉ କରାଯାଉ ବୋଲି ଜନମତ ର ଦାବୀ ହେଉଛି,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )