No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର )ବାଲେଶ୍ୱର :- ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ସୋମବାର ଜଣାପଡ଼ିଛି । ସୁନ୍ଦରକୋଇଲିଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ନାବାଳିକାଟିର ବୟସ ୭ ବର୍ଷ ଓ ଶୁକ୍ରବାର ଠାରୁ ସେ ନିଖୋଜ ଥିଲେ ବୋଲି ଜଣାପଡ଼ିଛି । ଖୋଜାଖୋଜି ପରେ ନପାଇବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ସହ ତଦନ୍ତ ଆରମ୍ଭ କରିଛି । ( ଚିଫ ଏଡିଟର ସ୍ବରୂପ ଦାସ ।)
No Result
View All Result