No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର) ରାୟଗଡ ଗଜପତି :- ମୋହନା ବ୍ଲକ ଧାଡିଆମ୍ବ ଗ୍ରାମଠାରେ ସ୍ବର୍ଗତ ଅଭିମନ୍ୟୁ କାର୍ଜିଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ଆଜି ବ୍ରୁଗୁବକ୍ସି ପାତ୍ର ବିଜେପି ରାଜ୍ୟ ଉପସଭାପତି ଓ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ସ୍ବର୍ଗତ ଅଭିମନ୍ୟୁ କାର୍ଜି ଉକ୍ତ ଗ୍ରାମର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ l
ସେ ସେହି ଅଞ୍ଚଳରେ ହିନ୍ଦୁତ୍ୱ ବିଚାର ଧାରାରେ ଅନୁ ପ୍ରାଣୀ ତ ହୋଇ ଅଂଚଳରେ ବିଭିନ୍ନ ପ୍ରକାର ସଂଗଠନ କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ନେଉଥିଲେ l ତେଣୁ ଉକ୍ତ ଗ୍ରାମରେ ବିଜେପି ଗଜପତି ଜିଲ୍ଲାପ୍ରଭାରୀ ସରୋଜ ସାବତ ,ସୋରଜ ସାହୁ କୃଷକ ମୋର୍ଚ୍ଚା ରାଜ୍ୟସମ୍ପାଦକ,ନୃସିଂହ ଚରଣ ପଟ୍ଟନାୟକ, ନବ କିଶୋର ଶବର, ଜଗନ୍ନାଥ ଭୂୟାଁ, ସଂଯୁକ୍ତା ପୂଜାରୀ,ଯୋଡ଼ାଆମ୍ବ ଘରକୁ ଯାଇ ଶ୍ରଦ୍ଧାଞ୍ଜଳୀସଭାରେ ଯୋଗଦାନ କରିଥିଲେ l (ରାୟଗଡ ଗଜପତି/ସଞ୍ଜୀବ କୁମାର ପାଣି)
No Result
View All Result