No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) କଟକ :- କଟକ ଓ ଏ ମ ପି ଛକ ଓଭର ବ୍ରିଜ ୧୬ ନମ୍ବର ଜାତୀୟ ରାଜପଥ ଉପରେ , ଶନିବାର ସନ୍ଧ୍ୟାରେ ଅଜଣା ଗାଡି ଧକା ରେ ଜଣେ ମହିଳାଙ୍କର, ଘଟଣା ସ୍ଥଳରେ ମୃତ୍ୟ ଘଟିଛି । ମୃତ ମହିଳାଙ୍କ ନାମ ଜଣା ପଡିନାହିଁ । ତାଙ୍କ ଘର କଟକ ଶିଖରପୁର ଅଞ୍ଚଳରେ ବୋଲି ଶୁଣିବାକୁ ମିଳୁଛି ।
ମୃତ ମହିଳା ଜଣକ ସ୍ୱାମୀ ଙ୍କ ସହ ବାଇକ ରେ ଯାଉଥିବା ସମୟରେ ଏହି ଦୃଘଟଣା ଘଟିଥିଲା । ଖବର ପାଇ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ଏସିବି କୁ ପାଠାଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result