No Result
View All Result
ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ :-
1. ପରି ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ
2. ନୟାଗଡ଼ ଆଇଆଇସି ନିଲମ୍ବିତ
3. ଆଇଆଇସି ରିନାରାଣୀ ସାହୁଙ୍କୁ ନିଲମ୍ବିତ କରାଗଲା
4. ନୟାଗଡ଼ ଏସଡିପିଓ ଙ୍କୁ ମଧ୍ୟ ବଦଳି କରାଗଲା
5. ଏସଡିପିଓ ନିରଞ୍ଜନ ପାଢ଼ୀ ଙ୍କୁ କନ୍ଧମାଳ ଡ଼ିଏସପି ଭାବେ ବଦଳି

ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର) ନୟାଗଡ଼ :- ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁ ସସ୍ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି ।
ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ । ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ପରୀର ମା । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result