No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଡିସେମ୍ବର ମଙ୍ଗଳବାର) କଳାହାଣ୍ଡି :- ଗ୍ରାମାଞ୍ଚଳରେ କରୋନା ମହାମାରୀର ସଚେତନତା ସହ କରୋନା ରୋଗୀର ଚିହ୍ନଟ ପ୍ରକ୍ରିୟା ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ ଆରମ୍ଭ ହୋଇଛି।ଆଜି ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୩୨ଜଣ ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଥିଲା ।
ତେବେ ସମସ୍ତ ଟେଷ୍ଟ ନେଗେଟିଭ ଆସିଥିଲା । ବହୁମୁଖୀ ସ୍ଵାସ୍ଥ୍ୟ କର୍ମୀ ଅନନ୍ତ କୁମାର ପାଲଙ୍କ ସହ ଡିଓ ନୀଳମାଧବ ଥନାପତି, ଏଏନ୍ଏମ ଧରିତ୍ରୀ ସା, ସୁମିତ ସେଠୀ,ଜିତେସ କୁମାର ପଧାନ, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁ , ଆଶାକର୍ମୀ ଅର୍ଣ୍ଣପୂର୍ଣ୍ଣା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ)
No Result
View All Result