No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) କଟକ – କଟକ ସଦର ୪୨ ମୌଜ଼ା ବ୍ରହ୍ମପୁର ପଂଚାୟତର ଶ୍ରୀରାମ ମୌଜ଼ାରେ ପ୍ରାୟ ୭୦ ଏକର ଗୋଚର, ଜଙ୍ଗଲ, ଜଳାଶୟ କିଛି ଲୋକଙ୍କ ଦ୍ୱାରା ଜବରଦଖଲ ହୋଇ ରହିଥିବାର ଅଭିଯୋଗ ହେଉଛି ! ଏହି ନିତିହୀନ କାର୍ଯ୍ୟଦ୍ଵାର ବହୁ ସମସ୍ୟା ସୃଷ୍ଟି ହେଉଛି !
ଜବରଦଖଲ ହଟାଇବାକୁ ତଥା କାର୍ଯ୍ୟାନୁଷ୍ଠାନ ନେବାକୁ ମାନବାଧିକାର ଓ ସାମାଜିକ ନ୍ୟାୟ ମିଶନ କଟକ ଜିଲ୍ଲା ଉପସଭାପତି ବସନ୍ତ କୁମାର ପଣ୍ଡା,ଦିତିକୃଷ୍ଣ ପାଣ୍ଡ,ରାଜଶ୍ରୀ ଦେବୀ, ରୋଜାଳିନ ଦେବୀ,ପର୍ଶୁରାମ ପ୍ରସାଦ,ମାନଶ କୁମାର, ଟୁଲୁ ପତି,ଦେବାଶିଷ ପତି,ଲଷ୍ମଣ ସିଂହ,ନାରାୟଣ ମହାରଣା,ସୁଶାନ୍ତ ଦାସ ଏବଂ ବହୁ ଚାଷୀ ସରକାରଙ୍କ ନିକଟରେ ଦାବିକରିଛନ୍ତି ! (ରଶ୍ମିତା ମହାପାତ୍ର /କଟକ ରିପୋର୍ଟ )
No Result
View All Result