No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) କଟକ :- କଟକ ବାଦାମବାଡି ପାଲାମଣ୍ଡପ ନିକଟରେ ଠିଆ ହୋଇଥିବା ଏକ ଘରୋଇ ବସରେ ଆଜି ହଠାତ ନିଆଁ ଲାଗିଯାଇଥିଲା । ଏହି ବସରେ କୌଣସି ଯାତ୍ରୀ ନଥିବା ତଣାପଡିଛି ।
କେଉଁ କାରଣ ରୁ ବସରେ ନିଆଁ ଲାଗିଲା ସେନେଇ ସବିଶେଷ ବିବରଣୀ ଜଣା ପଡ଼ି ନାହିଁ । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result