ଦୁରତାରେ ଚାରି ଦିଗରୁ ଭୋର ସକାଳ ଠାରୁ ୧୪୪ ଧାରା ଲାଗୁ କରାଯାଇ ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖାଯାଇଛି । ଏଠାରେ ପାରଳା ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ମାଜିଷ୍ଟ୍ରେଟ ରୁପେ ନିୟୋଜିତ ହୋଇଥିବା ବେଳେ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଦଳ ସଜାଗ ଅଛନ୍ତି । ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି,ପ୍ରଶାସନର ଏହି କଟକଣାକୁ ବାରଣ କଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । (ଗରୁଡ଼ ଧ୍ଵଜ ଚୌଧୁରୀ)© 2023 Odisha Taza News.