No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଆଜି ବିଏମସି କିରାଣୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ସୁଧାଂଶୁ ମାଝି ଙ୍କୁ ରେଡ୍ ହ୍ୟାଣ୍ଡ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ସୂଚନାନୁସାରେ ରସୁଲଗଡର ଜୈନିକ ବ୍ୟକ୍ତି ପ୍ରଶାନ୍ତ କୁମାର ରାୟଙ୍କ ଠାରୁ 20,000 ଟଙ୍କା ସିକ୍ୟୁରିଟି ଜମା ରାଶି ବାବଦ କୁ ଲାଞ୍ଚ ମାଗିଥିଲେ ଏବଂ ଲାଞ୍ଚ ନେବା ବେଳେ ହୋଈଛି ଭିଜିଲାନ୍ସ ଚଢଉ ।
ଏହା ସହ କାର୍ଯ୍ୟର ସୁରକ୍ଷା ଜମା ଦାବିରେ ଲାଞ୍ଚ ନେଇ ରେଡ୍ ହ୍ୟାଣ୍ଡ ଧରାପଡିଲେ ବିଏମସି ଅଧିକାରୀ । ଉକ୍ତ ଅଧିକାରୀ ଙ୍କ ଡାହାଣ ପଟ ପ୍ୟାଣ୍ଟ ପକେଟ ଏବଂ ଡାହାଣ ହାତ ରୁ ଲାଞ୍ଚ ଧରା ପଡ଼ିଛି । ଅଧିକାରି ଙ୍କୁ ଗିରଫ କରାଯାଇ ଆଜି ଜେଲ ପଠାଯାଇଛି ।
No Result
View All Result