• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋରାଇରେ ୨୦ରୁ ଖୋଲିବ ଧାନ ମଣ୍ଡି .. 

Proprietor Abhimanyu Maharana by Proprietor Abhimanyu Maharana
November 21, 2020
in ଓଡ଼ିଶା, ଯାଜପୁର, ହୋମ୍
0
କୋରାଇରେ ୨୦ରୁ ଖୋଲିବ ଧାନ ମଣ୍ଡି .. 
Share on FacebookShare on TwitterWhatsapp

କୋରାଇରେ ୨୦ରୁ ଖୋଲିବ ଧାନ ମଣ୍ଡି .. ଖୋଲିବ କୋରାଇରେ ୨୦ରୁ ଖୋଲିବ ଧାନ ମଣ୍ଡି  ଖୋଲିବ ୧୯ଟି ମଣ୍ଡିରେ ୯,୨୩୦ଚାଷୀ ଧାନ ଦେବେ ଟୋକନର ୩୦ଦିନ ମଧ୍ୟରେ ଧାନ ଦେବେ -୪୮ଘଂଟା ମଧ୍ୟରେ ମୂଲ୍ୟ ପଇଠ ହେବ । ଟୋକନର ୩୦ଦିନ ମଧ୍ୟରେ ଧାନ ଦେବେ, ୪୮ଘଂଟା ମଧ୍ୟରେ ମୂଲ୍ୟ ପଇଠ ହେବ ।

ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) କୋରାଇ :- ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସରୁ ଚାଷୀଙ୍କ ଠାରୁ ସରକାରୀଭାବେ ଧାନ କିଣା ଯିବାକୁ ଘୋଷଣା ଥିଲେ । ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୧⁄୨ିମ ଓଡ଼ିଶାର ଚାଷୀଙ୍କ ଠାରୁ ନଭେମ୍ବର ମାସରୁ ଧାନ ଆରମ୍ଭ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଉପକୂଳ ଓଡ଼ିଶାର ଚାଷୀ ଡିସେମ୍ବର ମାସରେ ଧାନ କିଣା ଆରମ୍ଭ ହେବ । ଏହି କ୍ରମରେ ଡିସେମ୍ବର ୨୦ରୁ ଚାଷୀଙ୍କ ଠାରୁ ଧାନକିଣା ହେବା ଲାଗି ଜିଲାପ୍ରଶାସନ ନିର୍ଦେଶ ନାମା ଜାରିକରିଛି । ଏଥିଲାଗି ଜିଲାଯୋଗାଣ ବିଭାଗ ପକ୍ଷରୁ ଧାନ କିଣାଯିବା ଲାଗି ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାରୀ ସ୍ତରରେ ଧାନ ଦେବା ପାଇଁ ଜିଲାର ସମସ୍ତ ଚାଷୀ ଅନ୍‌ଲାଇନ୍‌ରେ ନାମ ପଂଞ୍ଜିକୃତ କରି ସାରିଛନ୍ତି ।

ସରକାରଙ୍କ ଘୋଷଣା ଅନୁଯାୟୀ କୋରାଇ ବ୍ଳକର ୧୭ଟି କୃଷି ସେବା ସମବାୟ ସମିତି ଓ ୨ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଧାନ କିଣିବା ପାଇଁ ସ୧ତି ପ୍ରକାଶ କରିଛନ୍ତି । ସମାବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ ଦେବା ପାଇଁ ଚାଷୀ ନାମ ପଞ୍ଜିକୃତ କରି ସାରିଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କୋରାଇ ବ୍ଳକର ମୋଟ ୯ହଜାର ୨ଶହ ୩୦ଜଣ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ନାମ ପଞ୍ଜିକୃତ କରିଥିବା ମଧ୍ୟ ସୂଚନା ମିଳିଛି ।

ତଦନୁଯାୟୀ ଏହି ବ୍ଲକର କୋରାଇ କୃଷି ସମବାୟ ସମିତିରେ ୬୬୮ଜଣ ଚାଷୀ ପଞ୍ଜିକୃତ କରିଥିଲା ବେଳେ ପାଣିକୋଇଲି କୃଷି ସମବାୟ ସମିତିରେ୮୪୮ଜଣ, ଇଚ୍ଛାପୁର କୃଷି ସମବାୟ ସମିତିରେ ୭୦୧ଜଣ, ଭକଣ୍ଡାରୀ କୃଷି ସମବାୟ ସମିତିରେ ୧୬୬ଜଣ, ତୁଳତୀ କୃଷି ସମବାୟ ସମିତିରେ ୨୬୪ଜଣ, ମୁକୁନ୍ଦପୁର କୃଷି ସମବାୟ ସମିତିରେ ୪୦୫ଜଣ, ହାଟସାହି କୃଷି ସମବାୟ ସମିତିରେ କୃଷି ସମବାୟ ସମିତିରେ ୫୬୯ଜଣ, କନ୍ତୋର କୃଷି ସମବାୟ ସମିତିରେ ୬୪୯ଜଣ, କଡ଼ମା କୃଷି ସମବାୟ ସମିତିରେ ୪୩୫ଜଣ, ପଚ୍ଛିକୋଟ କୃଷି ସମବାୟ ସମିତିରେ ୬୭୭ଜଣ, ବନ୍ଦାଳୋ କୃଷି ସମବାୟ ସମିତିରେ ୩୧୩ଜଣ, ବଗିରିଆ କୃଷି ସମବାୟ ସମିତିରେ ୫୦୨ଜଣ, ବରୁଣ୍ଡେଇ କୃଷି ସମବାୟ ସମିତିରେ ୭୮୩ଜଣ, ଧନେଶ୍ୱର କୃଷି ସମବାୟ ସମିତିରେ ୨୬୩ଜଣ, ଜହ୍ନା କୃଷି ସମବାୟ ସମିତିରେ ୬୬୮ଜଣ, ତଳଗଡ କୃଷି ସମବାୟ ସମିତିରେ଼ ୩୬୭ଜଣ, ଯାଗୁଳେଇଗଡ଼ିଆ କୃଷି ସମବାୟ ସମିତିରେ ୨୫୯ଜଣ ଓ ରାମେଶ୍ୱର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ (ଏସଏଚଜି)ଜରିଆରେ ୩୨୮ଜଣ, ମହାବୀର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ(ଏସଏଚଜି)ରେ ୪୦୪ ଜଣଙ୍କୁ ମିଶାଇ ମୋଟ ୯୨୩୦ଜଣ ଚାଷୀ ସରକାରୀ ମଣ୍ଡିରେ ଖରିଫ କାଳିନ ଧନ ବିକ୍ରିକରିବାକୁ ପଞ୍ଜିକୃତ ହୋଇଛନ୍ତି ।

ଜିଲା ଯୋଗାଣ ବିଭାଗର ନିର୍ଦେଶାନୁଯାୟୀ ଚଳିତ ବର୍ଷ ଡିସେମ୍ବର୨୦ତାରିଖରୁ ଧାନ କିଣାର ଆରମ୍ଭ କରାଯାଇ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରୟ କରି ପାରିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଚାଷୀଙ୍କ ଠାରୁ ସରକାରୀ ଦର କ୍ୱିଂଟାଲ ପିଛା ଗ୍ରେଡ-ଏ’-ଧାନର ୧୮୮୮ ଟଙ୍କା ଓ କମନ ବା ସାଧରଣ ଧାନ ୧୮୬୮ଟଙ୍କାରେ ମଣ୍ଡି ଜରିଆରେ କିଣାଯବି । ଚାଷୀ ଟୋକନ ପାଇବାର ୩୦ଦିନ ମଧ୍ୟରେ ମଣ୍ଡିରେ ଧାନ ଦେବାକୁ ନିୟମ ରହିଥିଲା ବେଳେ ଧାନ ଦେବ ଠାର ୨୪ରୁ ୪୮ଘଂଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଜମା ଖାତା ଜରିଆରେ ପଇଠ କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

July 11, 2026
ଏନଏସଇ କ୍ରୁଡ ଅଏଲ ଅପ୍‌ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ

NSE Crude Oil Options Hit Record Premium Turnover, Volume & Open Interest

July 11, 2026
ଏନଏସଇ କ୍ରୁଡ ଅଏଲ ଅପ୍‌ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ

ଏନଏସଇ କ୍ରୁଡ ଅଏଲ ଅପ୍‌ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ

July 11, 2026
ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

July 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

July 11, 2026
ଏନଏସଇ କ୍ରୁଡ ଅଏଲ ଅପ୍‌ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ

NSE Crude Oil Options Hit Record Premium Turnover, Volume & Open Interest

July 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version