• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

କଟକ ନୟାସଡ଼କ ଆଇଆଇଏଫଏଲ ବ୍ୟାଙ୍କରୁ ୧୦ କୋଟି ଟଙ୍କାର ସୁନା ଅଳଙ୍କାର ଡ଼କାୟତି

Proprietor Abhimanyu Maharana by Proprietor Abhimanyu Maharana
November 19, 2020
in ଅପରାଧ, ଓଡ଼ିଶା, କଟକ, ହୋମ୍
0
କଟକ ନୟାସଡ଼କ ଆଇଆଇଏଫଏଲ ବ୍ୟାଙ୍କରୁ ୧୦ କୋଟି ଟଙ୍କାର ସୁନା ଅଳଙ୍କାର ଡ଼କାୟତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) କଟକ :- କଟକ ସହରରେ ଦିନ ଦିପହରରେ ବ୍ୟାଙ୍କ୍ ରୁ ଲୁଟ୍। କଟକ ନୟାସଡ଼କରେ ଥିବା ସୁନା ବନ୍ଧକ ବ୍ୟାଙ୍କ୍ ଆଇ ଆଇ ଏଫ୍ ଏଲ୍ ରେ ଡକାୟତମାନେ ଆତଙ୍କ ଖେଳାଇ କରିଛନ୍ତି ଲୁଟପାଟ୍ । ପାଖାପାଖି 10 ଟା 15 ମିନିଟ ସମୟରେ 5 ରୁ 6 ଡକାୟତ, ବାଇକ୍ ରେ ମୁଖା ପିନ୍ଧି ଆସିଥିଲେ । ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଜଣ ଭିତରକୁ ନେଇଯାଇଥିଲେ । ଅନ୍ୟ ୪ ଜଣ ବ୍ୟାଙ୍କ୍ ଭିତରକୁ ପଶିଥିଲେ ।

ବ୍ୟାଙ୍କ ର ଜଣେ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲକର୍ ପାଖକୁ ନେଇ ଯାଇଥିଲେ। ଲକର୍ ରେ ଥିବା 10 କୋଟି ଟଙ୍କାର ସୁନାଗହଣା ସହ ନଗଦ ୪ ଲକ୍ଷ୍ୟ ଟଙ୍କା, ମାତ୍ର କେଇ ମିନିଟ ମଧ୍ୟରେ ଆଖି ପିଛୁଳାକେ ନେଇ ପଳାଇଥିଲେ ମୁଖାପିନ୍ଧା ଡ଼କାୟତମାନେ । ଯିବା ସମଯରେ ସିସିଟିଭି କ୍ଯାମରାକୁ ଖରାପ କରିଦେଇ ଯାଇଛନ୍ତି ସଂପୃକ୍ତ ଡକାୟତମାନେ। ଡ଼କାୟତି ଘଟଣାର ଖବର ପାଇ ପୁରୀଘାଟ ଏବଂ ଲାଲବାଗ ଥାନା ପୋଲିସ୍ ଘଟଣା ପହଞ୍ଚିଥିବାବେଳେ , ସାଇଣ୍ଟିଫିକ୍ ଟିମ୍ ତଦନ୍ତକୁ ଜୋରଦାର୍ କରିଛନ୍ତି। ଏପରିକି ପୋଲିସ୍ କମିସନର ସୁଧାଂଶୁ ଷଢଙ୍ଗୀ ଏବଂ ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରୁଛନ୍ତି ।

ତେବେ ଏତେବଡ଼ ଲୁଟ୍ ସହରରେ ପ୍ରଥମ କରି ହୋଇଥିବାରୁ ପୋଲିସ୍ ଏବେ ଏହାକୁ ବେଶ୍ ଗୁରୁତର ସହ ନେଇଛି। ବ୍ୟାଙ୍କରେ ଡକାୟତି ହେବା ପରେ ସହରର ସମସ୍ତ ଥାନା ସମେତ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଥାନାକୁ ଖବର ଦିଆଯାଇଛି । ତେବେ ବ୍ୟାଙ୍କ୍ ନିକଟରେ ଥିବା ଅନ୍ୟ ସିସିଟିଭି ଫୁଟେଜ ଦ୍ୱାରା ତଦନ୍ତ ଚଳାଇଥିବା କହିଛନ୍ତି ଡିସିପି। ଏତେ ବଡ଼ଧରଣର ଲୁଟ୍ ରେ ନିଶ୍ଚିତରୁପେ ଅଣଓଡିଆ ବା ପେଶାଦାର ଡକାୟତମାନେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ଏହାକୁ ନେଇ ତଦନ୍ତକୁ ଜୋରଦାର୍ କରିଛି ପୋଲିସକ । କଟକ ସହରର ଜନଗହଳି ସ୍ଥାନରେ ସ୍ଥାନରେ ଏତେବଡ଼ ଲୁଟ୍ କିପରି ହେଲା ତାହା ପୋଲିସ୍ ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି। ତେବେ ଏହି ଡକାୟତି ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
1984 ମସିହା ISc ଵେଚ ର ବନ୍ଧୁ ମିଳନ

1984 ମସିହା ISc ଵେଚ ର ବନ୍ଧୁ ମିଳନ

August 10, 2026
ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

August 10, 2026
ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ

ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ

August 10, 2026
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା 

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା 

August 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

1984 ମସିହା ISc ଵେଚ ର ବନ୍ଧୁ ମିଳନ

1984 ମସିହା ISc ଵେଚ ର ବନ୍ଧୁ ମିଳନ

August 10, 2026
ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

August 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version