No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ନଭେମ୍ବର ବୁଧବାର ) କଳାହାଣ୍ଡି :- ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ଡାକ୍ତରଖାନା ପରିସରକୁ ସ୍ଵଚ୍ଛ କରାଯାଇଛି। ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, କେସିଙ୍ଗା ଟି.ଆଇ ପ୍ରୋଜେକ୍ଟ ତରଫରୁ ସଫେଇ କାର୍ଯ୍ୟ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଙ୍କଜ ଗଉଡ,ଡାକ୍ତର ହରେକୃଷ୍ଣ ଧଲ,ଟି.ଆଇ ପ୍ରୋଜେକ୍ଟର ପି.ଏମ ସୁକଦେବ ଭୋଇ ଓ ଟି.ଆଇ କର୍ମଚାରୀ କବିତା ତାଣ୍ଡି, ସୁଶ୍ରୀ କଳ୍ପନା ନାଗ, ମୁରଲୀ କ୍ରିଷ୍ଣା,କମ୍ବୁପାଣି ବାଗ, ବୈଦ୍ୟନାଥ ମାଖୁର, ଡମ୍ବରୁ ନାଗ, ମନୋଜ ନାଏକ ଯୋଗଦେଇ ଡାକ୍ତରଖାନା ପରିସରକୁ ସଫେଇ କାର୍ଯ୍ୟ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ)
No Result
View All Result